ମୋହନା ବ୍ଲକରେ ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ । ଆର,ଉଦୟଗିରି(ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ମୋହନା ବ୍ଲକ କାର୍ଯ୍ୟାଳୟ ପରିସର ମଧ୍ୟରେ ସ୍ଥାନୀୟ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ନିଜ ସହକର୍ମୀ ମାନଙ୍କ ସହାୟତାରେ ବ୍ଲକ ଅଞ୍ଚଳର ବିଭିନ୍ନ ପ୍ରକାର ଭିନ୍ନକ୍ଷମ ମାନଙ୍କୁ ଉପକରଣ ବଣ୍ଟନ କରିଛନ୍ତି। ସେଥି ମଧ୍ୟରୁ ଟ୍ରାଇ-ସାଇକେଲ ୫୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ ହ୍ୱିଲ-ଚେୟାର ୧୫, ସିପି ହ୍ବିଲ ଚେୟାର ୧୦, ବ୍ଲାଇଣ୍ଡ ଷ୍ଟିକ୍ ୨, କ୍ରୁଚୁ ୮ ଜଣ ଙ୍କୁ ପ୍ରଦାନ କରିଥିବା ଶ୍ରବଣ ଯନ୍ତ୍ର ୧୧ ଜଣଙ୍କୁ ପ୍ରଦାନ କରିଥିବା ବେଳେ ଏହି ସହାୟତା ପାଇ ଗୋଷ୍ଟି ଉନ୍ନୟନ ଅଧିକାରୀ ଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ସହାୟତା ପାଇ ଥିଲା ବ୍ୟକ୍ତି ମାନେ।
Related Posts

କେନ୍ଦୀୟ ବଜେଟ୍ ସମ୍ପର୍କରେମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା
କେନ୍ଦୀୟ ବଜେଟ୍ ସମ୍ପର୍କରେମାନ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ପ୍ରତିକ୍ରିୟା ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ଦିଗ୍ଦର୍ଶନରେ ମାନ୍ୟବର କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଲା ସୀତାରମନଜୀ…

ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏଇଡସ ଦିବସ ପାଳିତ
ରାୟଗଡା ସ୍ୱୟଂ ଶାସିତ ମହାବିଦ୍ୟାଳୟ ରେ ଏଇଡସ ଦିବସ ପାଳିତ ରାୟଗଡ଼ା :– ଆଜି ତା ୦୧-୧୨-୨୦୨୪ ରିଖ ସକାଳ ୧୦.୦୦ ଘଣ୍ଟା ସମୟରେ ରାୟଗଡ଼ା ସ୍ଵୟଂଶାସିତ…

ସରକାରୀ ଡାକ୍ତରଖାନା ପ୍ରସୂତି ଗୃହରୁ ବାହାରିଲା ଗୋଧି ସାପ
ଅସୁରକ୍ଷିତ ସରକାରୀ ଡାକ୍ତରଖାନା ପ୍ରସୂତି ଗୃହରୁ ବାହାରିଲା ଗୋଧି ସାପ ଗଜପତି (୩୧/୭/୨୦୨୪):ଗଜପତି ଜିଲ୍ଲାରେ ସରକାରୀ ଡାକ୍ତରଖାନା ଅସୁରକ୍ଷିତ ବିପଦପୂର୍ଣ୍ଣ ହୋଇପଡ଼ିଛି। ଗତକାଲି ପ୍ରସୂତି ଗୃହରୁ ଉଦ୍ଧାର…