ମୋହନା ତହସିଲିଦାର ଦ୍ବାରା ଜଙ୍ଗଲ ଜମିପଟ୍ଟା ବଣ୍ଟନ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଜିଲ୍ଲା ମୋହନା ତହସିଲ କାର୍ଯ୍ୟାଳୟ ପରିସର ଠାରେ ଅନୁସୁଚିତ ଜନଜାତି ଓ ପାରମ୍ପରିକ ବନବାସୀଙ୍କୁ ଜଙ୍ଗଲ ଜମି ପଟ୍ଟ ବଣ୍ଟନ କରାଯାଇଥିଲା । ମୋହନା ତହସିଲ୍ ଅନ୍ତର୍ଗତ ପିଣ୍ଡିକି ଓ ରାଜସ୍ବ ଅଞ୍ଚଳର ଗ୍ରାମରେ ସମୁଦାୟ ୭୭ ଜଣ ହିତାଧିକାରୀଙ୍କୁ ଜଙ୍ଗଲ ଜମି ବଣ୍ଟନ ହୋଇଥିବା ବେଳେ କିରାମା ରାଜସ୍ବ ଅଞ୍ଚଳର ୭ ଜଣକୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯାଇଥିଲା । ଆଗାମୀ ଦିନରେ ମଧ୍ୟ ଅନ୍ୟ ଗ୍ରାମପଞ୍ଚାୟତ ଓ ରାଜସ୍ବ ଅଞ୍ଚଳରେ ଏଭଳି ଯୋଗ୍ୟ ବିବେଚିତ ହିତାଧିକାରୀଙ୍କୁ ଜଙ୍ଗଲ ଜମି ପଟ୍ଟା ବଣ୍ଟନ କରାଯିବ ବୋଲି ତହସିଲିଦାର ସତ୍ୟବାନ ନାୟକ ସୁଚନା ଦେଇଛନ୍ତି । ଏହି କାର୍ଯ୍ୟକ୍ଷମରେ ରାଜସ୍ବ ନିରୀକ୍ଷକ, ରାଜସ୍ବ ସୁପରଭାଇଜର ଓ ଏଫଆରଏ କର୍ମଚାରୀ ପଉସ୍ଥିତିରେ ପଟ୍ଟ ବଣ୍ଟନ କରାଯାଇଥିଲା ।
Related Posts
ଖଣ୍ଡାରେ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି।
ଖଣ୍ଡାରେ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି। ଗଞ୍ଜାମ:(ରିପୋର୍ଟ: କୈଳାଶ ଚନ୍ଦ୍ର ଚୌଧୁରୀ,,)ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ ସାହି ଛକ ରେ କବାଡି ଦୋକାନ…
ଗଜପତି ଜିଲ୍ଲା ସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ ।
ଗଜପତି ଜିଲ୍ଲା ସ୍ତରୀୟ ଓଏସଆରଟିସି ନୋଡାଲ କମିଟି ବୈଠକ ଅନୁଷ୍ଠିତ । ଗଜପତି(୧୭/୮/୨୪)ଜିଲ୍ଲାରେ ଚଳାଚଳ ହେଉଥିବା ବସ୍ ସେବାର ବ୍ୟବସ୍ଥା ନେଇ ପାରଳାଖେମୁଣ୍ଡି ସ୍ଥିତ ଗ୍ରାମୀଣ ଆତ୍ମ…
କାଳବୈଶାଖୀ ତାଣ୍ଡବ ଗଛପଡ଼ି ରାସ୍ତା ଅବରୋଧ
କାଳବୈଶାଖୀ ତାଣ୍ଡବ ଗଛପଡ଼ି ରାସ୍ତା ଅବରୋଧ ଗଜପତି( ମନୋଜ କୁମାର ପାଢୀ) (୩/୬/୨୦୨୪):ଗଜପତି ଜିଲ୍ଲାରେ ଗତକାଲି ସନ୍ଧ୍ୟାରେ ସଂଗଠିତ କାଳବୈଶାଖୀର ତାଣ୍ଡବ ଯୋଗୁଁ ଜିଲ୍ଲା ମହକୁମା ପାରଳାଖେମୁଣ୍ଡି…