କନ୍ଧମାଳ:ମୋବାଇଲ ପାଇଁ ସ୍ୱାମୀସ୍ତ୍ରୀ ଆତ୍ମହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି। ଏପରି ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା ଅନ୍ତର୍ଗତ ବୁଡୁକିଆ ଗାଁରେ। ମୃତକ ହେଲେ ପ୍ରମୋଦ ମଲିକ ଓ ତାଙ୍କ ସ୍ତ୍ରୀ ପୁଆରି ମଲିକ। ଆଜି ସକାଳେ ଦମ୍ପତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର କରିଛି ପୁଲିସ।
Related Posts

ମହାରାଷ୍ଟ୍ର ପୋଲିସକୁ ଚକମା ଦେଖାଇ ଚମ୍ପଟ ଅଭିଯୁକ୍ତକୁ ଖୋଜୁଥିବା ବେଳେ ମିଳିଲା କିଙ୍ଗ୍ପିନ
ମହାରାଷ୍ଟ୍ର ପୋଲିସକୁ ଚକମା ଦେଖାଇ ଚମ୍ପଟ ଅଭିଯୁକ୍ତକୁ ଖୋଜୁଥିବା ବେଳେ ମିଳିଲା କିଙ୍ଗ୍ପିନ ଆର, ଉଦୟଗିରି, (ମନୋଜ କୁମାର ପାଢୀ):ଗଜପତି ଅଡ଼ବା ଥାନା ଅଧୀନ ପୁରୁଣାସାହିର ଜୁଏଲ…

ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ ମହିଳା ସମାବେଶ
*ଖଡ଼ିଆଳ ଅଗ୍ରେସନ ଧର୍ମଶାଳା ପରିସର ମଧ୍ୟରେ ମହିଳା ସମାବେଶ ଅନୁଷ୍ଠିତ, ହଜାର ହଜାର ସଂଖ୍ୟକ ମହିଳା ଯୋଗଦାନ* ନୂଆପଡ଼ା:ତା:୩-୪-୨୦୨୪( ଓମ ପ୍ରକାଶ ଚୌଧୁରୀ)ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଅଗ୍ରେସନ…

ଲହଣ୍ଡା ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି।
ଲହଣ୍ଡା ପ୍ରିମିୟର ଲିଗ କ୍ରିକେଟ ଟୁର୍ନାମେଣ୍ଟ ଉଦଯାପିତ ହୋଇଯାଇଛି। ବରଗଡ -( ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଅତାବିରା ବ୍ଲକ ଲହଣ୍ଡା ପଂଚାୟତରେ ଲହଣ୍ଡା ଗ୍ରାମରେ…