ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ଯୁବକ

ମୁର୍ମୁଷୁ ଅବସ୍ଥାରେ ଉଦ୍ଧାର ଯୁବକ ର ମୃତ୍ୟୁ।ଗୋଷାଣୀ ନୁଆଁଗାଁ ଥାନା ଅର୍ନ୍ତଗତ ସଦାନନ୍ଦ ବିହାରର ଏକ ଖଜୁରୀ ଗଛ ମୁଳରେ ଗୁରୁତର ଆହତ ଅବସ୍ଥାରେ ପଡ଼ିଥିବା ଜଣେ ଅଜଣା ଯୁବକ କୁ ପୋଲିସ ଉଠାଇ ଆଣି ବଡଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। କିନ୍ତୁ ମୃତ୍ୟୁ ଘଟିଛି। ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ବର୍ତ୍ତମାନ ସୁଦ୍ଧା ତା’ର ପରିଚୟ ମିଳିପାରିନାହିଁ। ତାର ମୃତଦେହ କୁ ଶବ ସଂରକ୍ଷଣ ଗୃହରେ ରଖି ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।

ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!

Leave a Reply

Your email address will not be published. Required fields are marked *