ମୁମ୍ବାଇ: ମୁମ୍ୱାଇ ଠାରେ ଜିଓ ପ୍ଲାଟଫର୍ମ ଲିମିଟେଡ୍ ଏବଂ ରିଲାଏନ୍ସ ନ୍ୟୁ ସୋଲାର ଏନର୍ଜି ଲିମିଟେଡର ନିର୍ଦ୍ଦେଶକ ଅନନ୍ତ ଅମ୍ବାନୀଙ୍କୁ ଭେଟି ଓଡ଼ିଶାରେ ନିବେଶ ସମ୍ପର୍କରେ ଆଲୋଚନା କରିବା ସହିତ ଆସନ୍ତା ଜାନୁଆରୀ-୨୦୨୫ରେ ହେବାକୁ ଥିବା ‘ଉତ୍କର୍ଷ ଓଡ଼ିଶା ସମ୍ମିଳନୀ’ ପାଇଁ ଆମନ୍ତ୍ରଣ କରିଛି। ରାଜ୍ଯରେ ବିଶେଷ କରି ସବୁଜ ଇନ୍ଧନ, ଯୋଗାଯୋଗ, ମୋବାଇଲ ନେଟୱର୍କ, ସୌର ଶକ୍ତି ଭଳି କ୍ଷେତ୍ରର ଉନ୍ନତିକରଣ ସହିତ ପୁଞ୍ଜି ନିବେଶ ପାଇଁ ଆଗାମୀ ଦିନରେ ବିଶେଷ ଗୁରୁତ୍ଵ ଦିଆଯିବ। ଏଥିପାଇଁ ରାଜ୍ୟ ସରକାରଙ୍କ ତରଫରୁ ସମସ୍ତ ସୁଯୋଗ ମଧ୍ୟ ଯୋଗାଇଦିଆଯିବ। ଯଦ୍ୱାରା ଓଡ଼ିଶାର ଆର୍ଥିକ ବିକାଶ ସୁନିଶ୍ଚିତ ହେବା ସହିତ ‘ବିକଶିତ ଓଡ଼ିଶା’ର ଲକ୍ଷ୍ୟ ପୂରଣ ହେବ।
Related Posts
“End of Parallel Cinema Era: Shyam Benegal Passes Away”
It was Year 1976. A leading Director of Indian Parallel Cinema was making a movie on Diary Farmers of Gujurat.…
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବୀସ।
ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବୀସ। ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକୃଷ୍ଣନ ତାଙ୍କୁ ଶପଥ ପାଠ କରାଇଥିଲେ । ତାଙ୍କ ସହ…
ଇଣ୍ଡିଆ ଲିଗ୍ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ତା’ର ପ୍ରଥମ ବିଜୟ ହାସଲ କରିଛି।
ରାଉରକେଲା: ହକି ଇଣ୍ଡିଆ ଲିଗ୍ରେ ଘରୋଇ ଦଳ ବେଦାନ୍ତ କଳିଙ୍ଗ ଲାନ୍ସର୍ସ ତା’ର ପ୍ରଥମ ବିଜୟ ହାସଲ କରିଛି। ପୂର୍ବରୁ ଖେଳିଥିବା ସମସ୍ତ ୩ଟି ଯାକ ମ୍ୟାଚ୍ରେ…