ବରଗଡ଼: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀମାନଙ୍କୁ ୮୦୦ ଟଙ୍କାର ଇନପୁଟ୍ ସବସିଡି ପ୍ରଦାନ କରିଛନ୍ତି। ୨୩୦୦ ଟଙ୍କାର ଏମଏସପି ସହ ଇନପୁଟ୍ ସବସିଡି ପ୍ରଦାନ କରାଯାଇଛି। ଯେଉଁ ଚାଷୀମାନେ ଡିସେମ୍ବର ୬ ତାରିଖ ସୁଦ୍ଧା ଧାନ ବିକ୍ରି କରିଛନ୍ତି, ସେମାନଙ୍କୁ ଏହି ଟଙ୍କା ମିଳିଛି। ବରଗଡ଼ ଜିଲ୍ଲା ସୋହେଲାର ଇଚ୍ଛାପାଲି ପଡ଼ିଆଠାରେ ଆୟୋଜିତ ବିଶାଳ ଚାଷୀ ସମାବେଶର ମଞ୍ଚରେ ୧୩ଜଣ ଚାଷୀଙ୍କୁ ୮୦୦ ଟଙ୍କାର ବୋନସ୍ ପ୍ରଦାନ କରିଛନ୍ତି।
Related Posts
ଅସହ୍ୟ ଖରା ଓ ଗୁଳୁଗୁଳି ନେଇ ସବୁ ମେଡିକାଲକୁ ପ୍ରସ୍ତୁତ ରହିବାକୁସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ
ଅସହ୍ୟ ଖରା ଓ ଗୁଳୁଗୁଳି ନେଇ ସବୁ ମେଡିକାଲକୁ ପ୍ରସ୍ତୁତ ରହିବାକୁସ୍ଵତନ୍ତ୍ର ରିଲିଫ କମିଶନରଙ୍କ ନିର୍ଦ୍ଦେଶ ଭୁବନେଶ୍ଵର: (ଅଭିଷେକ ମହାନ୍ତି)ଓଡ଼ିଶାରେ ଅସହ୍ୟ ଖରା ସାଙ୍ଗକୁ ଗୁଳୁଗୁଳି ଅନୁଭୂତ…
ବଲାଙ୍ଗୀର ଜିଲ୍ଲା ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଐତିହାସିକ କାର୍ଯ୍ୟକ୍ରମରେ 53 ଜଣ ନେତ୍ରଦାନ ପାଇଁ ଶପଥ ନେଲେ
ବଲାଙ୍ଗୀର – ବଲାଙ୍ଗୀର ଜିଲ୍ଲା ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ଆୟୋଜିତ ଐତିହାସିକ କାର୍ଯ୍ୟକ୍ରମରେ 53 ଜଣ ନେତ୍ରଦାନ ପାଇଁ ଶପଥ ନେଲେ ବଲାଙ୍ଗୀର, 25 ନଭେମ୍ବର 2024:…
୩ ଛେଳିକୁ ଖାଇଲା ବାଘ
ଗୁହାଳରୁ ୩ ଛେଳିକୁ ଖାଇଲା ବାଘ ଆର,ଉଦୟଗିରି(ମନୋଜ କୁମାର ପାଢୀ)- ଗଜପତି ଆର,ଉଦୟଗିରି ବନ ବିଭାଗ ଅଧିନସ୍ଥ ଘୋଡାକୋଣ ଗ୍ରାମ ଠାରୁ ଅଳପ ଦୂରରେ ରହୁଥିବା ସୁଜୟ…