ମା ଗୃହକୁ ରାସ୍ତା ନିର୍ମାଣ ପାଇଁ ବିଡିଓଙ୍କୁ ଦାବିପତ୍ର ପ୍ରଦାନ । ଆର,ଉଦୟଗିରି – ୨/୯/୨୪ ଆଜି ଗଜପତି ଜିଲ୍ଲାର ମୋହନାଠାରେ “ପିସ” ଅନୁଷ୍ଠାନ ଦ୍ୱାରା ପରିଚାଳିତ “ମା ଗୃହ “ର ANM ଓ LHA କର୍ମଚାରୀ ମାନେ, ମୋହନା ଗୋଷ୍ଠୀଉନ୍ନୟନ ଅଧିକାରୀଙ୍କୁ ଦେଖାକରି “ମା ଗୃହ”ର କାର୍ଯ୍ୟକ୍ରମ ସମ୍ପର୍କରେ ଅବଗତ କରାଇଥିଲେ | “ମା ଗୃହ”ଟି ମୋହନାର ମୁଖ୍ୟରାସ୍ତା ସହ ଏକ ଅସ୍ଥାୟୀ ମାଟିରାସ୍ତା ଦ୍ୱାରା ସଂଯୋଗ ହୋଇଥିବାଯୋଗୁଁ ବର୍ଷାଦିନେ ଗର୍ଭବତୀ ମାଆମାନଙ୍କୁ ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର , ମୋହନାକୁ ନେବାପାଇଁ ଆମ୍ବୁଲାନ୍ସ ଯିବା ଅସୁବିଧା ହେଉଅଛି|ଏଣୁ ଏହି ନୁତନ “ମା ଗୃହ “କୁ ଏକ ପକ୍କା ରାସ୍ତା ଯୋଗାଇବା ପାଇଁ ଏକ ଲିଖିତ ଅନୁରୋଧପତ୍ର ପ୍ରଦାନ କରିଥିଲେ | ଗଜପତି ଜଲ୍ଲା ରୁ ମନୋଜ କୁମାର ପାଢୀ ଙ୍କ ରିପୋଟ ।
Related Posts
ବିଦ୍ୟାଳୟରେ “ଶୂନ୍ୟ ଦଣ୍ଡବିଧାନ ନୀତି ” କାର୍ଯ୍ୟକାରୀ ପାଇଁ ଶପଥ କାର୍ଯ୍ୟକ୍ରମ…
ବିଦ୍ୟାଳୟରେ “ଶୂନ୍ୟ ଦଣ୍ଡବିଧାନ ନୀତି ” କାର୍ଯ୍ୟକାରୀ ପାଇଁ ଶପଥ କାର୍ଯ୍ୟକ୍ରମ… କନ୍ଧମାଳ 🙁 ରିପୋର୍ଟ କୁନା ଦିଗାଲ )ଟିକାବାଲି ହାଇସ୍କୁଲ ଠାରେ ଜାତୀୟ ଶିକ୍ଷାନୀତି ୨୦୦୯…
୧୦୪ କିଲୋ ଗଞ୍ଜେଇ ସହ ଦୁଇ ଗଞ୍ଜେଇ ମାଫିଆ ଗିରଫ।
୧୦୪ କିଲୋ ଗଞ୍ଜେଇ ସହ ଦୁଇ ଗଞ୍ଜେଇ ମାଫିଆ ଗିରଫ। ଆର, ଉଦୟଗିରି :22/11(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ ନିର୍ଦ୍ଦେଶରେ ଗଞ୍ଜେଇ ଚୋରାଚାଲାଣ…
କିଡ଼ନୀ ରୋଗୀ ଙ୍କର ଚିକିତ୍ସା ପାଇଁ ବାଟ ଅଗାଳିଛି ସରକାରୀ ଯୋଜନା ।
କିଡ଼ନୀ ରୋଗୀ ଙ୍କର ଚିକିତ୍ସା ପାଇଁ ବାଟ ଅଗାଳିଛି ସରକାରୀ ଯୋଜନା । ରାୟଗଡ଼ା,୭/୧୨(ପ୍ରଫୁଲ୍ଲ କୁମାର ବେହେରା) ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଟିକିରି ସ୍ଥିତ…