ପୁରୀ:ଶ୍ରୀକ୍ଷେତ୍ରରେ ସାଧାରଣ ଭକ୍ତଙ୍କ ସୁବିଧା ଲାଗି ପୁରୀକୁ ଆସିଥିଲା ୩୫ଟି ଶୀତତାପ ନିୟନ୍ତ୍ରିତ ଅତ୍ୟାଧୁନିକ ବସ୍ । ହେଲେ ଆଜିକୁ ପ୍ରାୟ ୧୦ ମାସ ହେବ ଏ ଦାମୀ ଇ-ବସ୍ ଗୁଡ଼ିକ ବ୍ୟବହାର ନ ହୋଇ ପଡ଼ି ରହିଛି । ପୁରୀ ସମଙ୍ଗ ପାର୍କିଂ ପ୍ଲେସରେ କୋଟି କୋଟି ଟଙ୍କାର ବସ୍ ମଧ୍ୟରୁ କିଛି ରକ୍ଷଣାବେକ୍ଷଣ ଅଭାବରୁ କ୍ଷତିଗ୍ରସ୍ତ ହେଲାଣି ।
Related Posts
ଟ୍ରକ ଧକ୍କାରେ ବୁଲେଟ୍ ଚାଳକ ର ବିୟୋଗ।ବ୍ରହ୍ମପୁର ସହର ଉପକଣ୍ଠ ଲାଞିପଲୀ
ଟ୍ରକ ଧକ୍କାରେ ବୁଲେଟ୍ ଚାଳକ ର ବିୟୋଗ।ବ୍ରହ୍ମପୁର ସହର ଉପକଣ୍ଠ ଲାଞିପଲୀ ଜାତୀୟ ରାଜପଥ ରେ ସଡ଼କ ଦୁର୍ଘଟଣା ନିତିଦିନିଆ ହୋଇଗଲାଣି। ଏହି କିଛି ଦିନ ପୂର୍ବେ…
ନୁଆଗଡରେ ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ , ସ୍ବାସ୍ଥ୍ୟ ବିଭାଗ ଓ ଆରଡି ବିଭାଗ ଅଧିକାରୀ ଅନୁଉପସ୍ଥି ନେଇ ଜନ ପ୍ରତିନୀଧି ଅସନ୍ତୁଷ୍ଟ
ନୁଆଗଡରେ ଅଷ୍ଟମ ସମିତି ବୈଠକ ଅନୁଷ୍ଠିତ , ସ୍ବାସ୍ଥ୍ୟ ବିଭାଗ ଓ ଆରଡି ବିଭାଗ ଅଧିକାରୀ ଅନୁଉପସ୍ଥି ନେଇ ଜନ ପ୍ରତିନୀଧି ଅସନ୍ତୁଷ୍ଟ ଆର, ଉଦୟଗିରି(ମନୋଜ କୁମାର…
ବାନିପାଲି ପ୍ରୋଜେକ୍ଟ ଉ ପ୍ରା ବିଦ୍ୟାଳୟ ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି।
ବାନିପାଲି ପ୍ରୋଜେକ୍ଟ ଉ ପ୍ରା ବିଦ୍ୟାଳୟ ର ବାର୍ଷିକୋତ୍ସବ ପାଳିତ ହୋଇଯାଇଛି।ବରଗଡ ୨୨,୧୨-(ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ବ୍ଲକ ବାନିପାଲି ପ୍ରୋଜେକ୍ଟ ଉ ପ୍ରା…