ମାର୍ଚ୍ଚ ୧୭ ତାରିଖରେ ବନ୍ଦ ରହିବ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ଭୁବନେଶ୍ୱର: ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବଭୁବନେଶ୍ୱର: ଆଗାମୀ ମାର୍ଚ୍ଚ ୧୭ ତାରିଖରେ ମୁଖ୍ୟମନ୍ତ୍ରୀଙ୍କ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ସପ୍ତଦଶ ବିଧାନସଭାର ତୃତୀୟ ଅଧିବେଶନ ବଳବତ୍ତର ଥିବା ହେତୁ ଆସନ୍ତା ସୋମବାର ମାର୍ଚ୍ଚ ୧୭ ତାରିଖ ଦିନ ଭୁବନେଶ୍ଵର, ୟୁନିଟ-୫ ସ୍ଥିତ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ଠାରେ ଜନ ଅଭିଯୋଗ ଶୁଣାଣି ବନ୍ଦ ରହିବ । ପରବର୍ତ୍ତୀ ଅଭିଯୋଗ ଶୁଣାଣିର ତାରିଖ ସମ୍ବାଦପତ୍ର ଓ ଅନ୍ୟ ଗଣମାଧ୍ୟମ ଜରିଆରେ ଜଣାଇ ଦିଆଯିବ । ଏ ସଂପର୍କରେ ରାଜ୍ୟ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
Related Posts

ଜିଲ୍ଲାପାଳ ନିଜେ ହାତରେ ଝାଡୁ ଧରି ସଫେଇ କରିବା ସହ ମହିଳା ଓ ଛାତ୍ରଛାତ୍ରୀଙ୍କୁ ସ୍ବଚ୍ଛତାର ଶପଥ ପାଠ କରାଇଲେ
ଜିଲ୍ଲାପାଳ ନିଜେ ହାତରେ ଝାଡୁ ଧରି ସଫେଇ କରିବା ସହ ମହିଳା ଓ ଛାତ୍ରଛାତ୍ରୀଙ୍କୁ ସ୍ବଚ୍ଛତାର ଶପଥ ପାଠ କରାଇଲେ ଗଜପତି, (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାପାଳ…

76.54% ମତଦାନ ନୂଆପଡା ଜିଲ୍ଲା ରେ
*76.54% ମତଦାନ* ନୂଆପଡା ଓ ଖରିଆର ନୂଆପଡା ଜିଲ୍ଲା ରେ ସଦ୍ୟସମାପ୍ତ ହୋଇଥିବା ନିର୍ବାଚନ ରେ ଜିଲ୍ଲା ମୋଟ 4,96,311 ଭୋଟର ମଧରୁ 76.54% ଅନୁସାରେ 3,79,880…

ବାଲେଶ୍ଵରରେ ବନ୍ୟାସ୍ଥିତି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ
ବାଲେଶ୍ଵରରେ ବନ୍ୟାସ୍ଥିତି ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର: ଓଡ଼ିଶାର ବାଲେଶ୍ଵର ଜିଲ୍ଲାରେ ବନ୍ୟାଞ୍ଚଳ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ହେଲିକପ୍ଟରରେ ଆକାଶମାର୍ଗରୁ ବାଲେଶ୍ଵର ଜିଲ୍ଲାର ବନ୍ୟା କ୍ଷୟକ୍ଷତି…