ମାର୍ଚ୍ଚ ମାସ ଆରମ୍ଭରୁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି

ମାର୍ଚ୍ଚ ମାସ ଆରମ୍ଭରୁ ଓଡ଼ିଶାରେ ତାପମାତ୍ରା ବୃଦ୍ଧି

ଭୁବନେଶ୍ୱର: ମାର୍ଚ୍ଚ ପହିଲାରୁ ଓଡ଼ିଶାର ବିଭିନ୍ନ ସ୍ଥାନରେ ବୃଦ୍ଧି ପାଇଛି ତାପମାତ୍ରା ।ଆଜି ଦିନ ୨ଟା ୩୦ରେ ଝାରସୁଗୁଡ଼ାରେ ସର୍ବାଧିକ ୩୭.୪ ଡିଗ୍ରୀ, ସମ୍ବଲପୁର ୩୬.୮, ରାଉରକେଲା ୩୬.୪ ଡିଗ୍ରୀଚାନ୍ଦବାଲି ୩୪.୮, କେନ୍ଦୁଝର ୩୪.୪ ଡିଗ୍ରୀ ଓ ଭୁବନେଶ୍ବରରେ ୩୪ଡିଗ୍ରୀ ରେକର୍ଡ କରାଯାଇଛି।

Leave a Reply

Your email address will not be published. Required fields are marked *