ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡର ଉସୁର ତହସିଲ ଅନ୍ତର୍ଗତ ମାରୋଡବାକା ପଞ୍ଚାୟତର ପୂର୍ବତନ ସରପଞ୍ଚ ତିରୁପତି ଭଣ୍ଡାରୀକୁ ନକ୍ସଲ ହତ୍ୟା କରିଥିବା ନେଇ ସ୍ବୀକାରୋକ୍ତି କରିଛନ୍ତି। ତିରୁପତି ସରପଞ୍ଚ ଥିବା ସମୟରେ ଲକ୍ଷ ଲକ୍ଷ ଟଂକା ହେରଫେର କରିବା ସହ ଭ୍ରଷ୍ଟାଚାରରେ ବୁଡି ରହିଥିଲେ। ବିଭିନ୍ନ କାମରେ ଏବଂ ଭତ୍ତା ବଣ୍ଟନରେ ବ୍ୟାପକ ଟଂକା ଆତ୍ମସାତ କରିଥିଲେ। ଗ୍ରାମବାସୀଙ୍କୁ ବ୍ୟାଙ୍କ ଖାତାକୁ ଓଲଟାପାଲଟା କରି ସେମାନଙ୍କର ଟଂକା ହଡପ କରିବା ସହ ସେମାନଙ୍କୁ ଧମକ ଚମକ ଦେଉଥିଲା।(Source Sambad)
Related Posts
ଓଡିଶାରେ ବନ୍ୟା ସ୍ଥିତି ନାହିଁ
ଓଡିଶାରେ ବନ୍ୟା ସ୍ଥିତି ନାହିଁ ଭୁବନେଶ୍ୱର: ଓଡିଶା ପାଇଁ କୌଣସି ବନ୍ୟା ପରିସ୍ଥିତି ନାହିଁ। ଜଳସେଚନ ବିଭାଗର ମୁଖ୍ୟ ଯନ୍ତ୍ରୀ ଭକ୍ତ ରଂଜନ ମହାନ୍ତି ଏହା ସୂଚନା…
ମା’ ଶାରଳାଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ
ମା’ ଶାରଳାଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜଗତସିଂହପୁର : ମା’ ଶାରଳା ଭାଗବତ ପ୍ରସ୍ତର ସମିତି ପକ୍ଷରୁ କରାଯାଉ ଥିବା ଭାଗବତ…
ରାୟଗଡ ବ୍ଲକ୍ ର କୁମୁଳାସିଂ ଗ୍ରାମରେ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି, ସାଧାରଣରେ ତେଜୁଛି ଅସନ୍ତୋଷ।
ରାୟଗଡ ବ୍ଲକ୍ ର କୁମୁଳାସିଂ ଗ୍ରାମରେ କୋଠା ନିର୍ମାଣ କାର୍ଯ୍ୟ ବିନା ସୂଚନା ଫଳକରେ ଚାଲିଛି, ସାଧାରଣରେ ତେଜୁଛି ଅସନ୍ତୋଷ। ଆର,ଉଦୟଗିରି ୧୯/୧୦ (ମନୋଜ କୁମାର ପାଢୀ)…