ମାଲକାନଗିରି ଜିଲ୍ଲା ମାଥିଲି ବହୁ ଚର୍ଚ୍ଚିତ ଠକେଇ ମାମଲାରେ ଦ୍ଵିତୀୟ ଅଭିଯୁକ୍ତ ମାଥିଲି ଜୋନ-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ନିଜ ପୈତୃକ ଘର ଜଗତସିଂପୁରରୁ ମାଥିଲି ପୁଲିସ ଦ୍ବାରା ଗିରଫ ହୋଇଛନ୍ତି.
ମାଥିଲି ଜୋନ-୩ ଜିଲ୍ଲା ପରିଷଦ ସଭ୍ୟା ସସ୍ମିତା ମାଝୀ ନିଜ ପୈତୃକ ଘର ଜଗତସିଂପୁରରୁ ମାଥିଲି ପୁଲିସ ଦ୍ବାରା ଗିରଫ ହୋଇଛନ୍ତି
