ମାତ୍ର ୯ ମାସରେ ନୂଆ ସରକାର କରିଛନ୍ତି ୨୧ ହଜାର କୋଟିରୁ ଅଧିକ ଟଙ୍କା ଋଣ ।

ଭୁବନେଶ୍ଵର:ମାତ୍ର ୯ ମାସରେ ନୂଆ ସରକାର କରିଛନ୍ତି ୨୧ ହଜାର କୋଟିରୁ ଅଧିକ ଟଙ୍କା ଋଣ । ଖୋଲାବାଜରରୁ ଉଠାଇଛନ୍ତି ୯ ହଜାର କୋଟି, କେନ୍ଦ୍ରରୁ ଆଣିଛନ୍ତି ସାଢେ ୭ହଜାର କୋଟି । ବିଭିନ୍ନ ଉନ୍ନୟନମୂଳକ କାମରେ ଖଟାଇଛନ୍ତି ଟଙ୍କା, ପରିଶୋଧ କରିଛନ୍ତି ୧୪ ହଜାର କୋଟି

Leave a Reply

Your email address will not be published. Required fields are marked *