ମାଛକୁଣ୍ଡର ଆଳ ବିଦ୍ୟୁତ୍ ପ୍ରକଳ୍ପର ୨ଟି ଗେଟ୍‌ ଖୋଲିଲା

ମାଛକୁଣ୍ଡର ଆଳ ବିଦ୍ୟୁତ୍ ପ୍ରକଳ୍ପର ୨ଟି ଗେଟ୍‌ ଖୋଲିଲା

ଲମତାପୁଟ: କୋରାପୁଟ ଜିଲ୍ଲା ମାଛକୁଣ୍ଡ ଜଳ ବିଦ୍ୟୁତ୍‌ ପ୍ରକଳ୍ପର ୨ଟି ଗେଟ୍‌ ଖୋଲିଲା।ଲଗାଣ ବର୍ଷା ଯୋଗୁଁ ଜଳସ୍ତର ବଢ଼ିବାରୁ ଖୋଲାଗଲା ୨ଟି ଗେଟ୍।ସୂଚନା ଅନୁଯାୟୀ, ୪ ହଜାର କ୍ୟୁସେକ୍‌ ଜଳ ପ୍ରବେଶ ଓ ୪ ହଜାର କ୍ୟୁସେକ୍‌ ନିଷ୍କାସିତ ହେଉଛି।ମାଛକୁଣ୍ଡ ବିପଦ ସଙ୍କେତ ୨୫.୯୦ ଫୁଟ୍‌, ଏବେ ଜଳସ୍ତର ୨୫.୮୭ ଫୁଟ୍ ଥିବା ଜଣାପଡ଼ିଛି।

Leave a Reply

Your email address will not be published. Required fields are marked *