ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ର 39 ତମ ବାର୍ଷିକ ଉତ୍ସବ । ଆର,ଉଦୟଗିରି (ମନୋଜ କୁମାର ପାଢୀ).ପାରଳାଖେମୁଣ୍ଡି ସ୍ଥିତ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଠାରେ ଆଜି ଅପରାହ୍ନ ପାଞ୍ଚଟା ବେଳେ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର 39 ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି। ଅନୁଷ୍ଠାନର ଅଧ୍ୟକ୍ଷା ଡଃ ମନସ୍ଵିନୀ ଦାଶ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ପାରଳା ବିଧାୟକ ରୁପେଶ ପାଣିଗ୍ରାହୀ, ସମ୍ମାନୀତ ଅତିଥି ଜିଲ୍ଲାପାଳ ବିଜୟ କୁମାର ଦାସ, ଶଙ୍କର ପ୍ରାସାଦ ବକ୍ସି, ଅନୁଷ୍ଠାନର ଉପ ସଭାପତି ବାଗ୍ମୀ ରଞ୍ଜନ ଷଣ୍ଢ, ସଂଯୁକ୍ତା ପାତ୍ର ପ୍ରମୁଖ ମଞ୍ଚସ୍ଥ ହୋଇ ଆଜିର 39 ତମ ବାର୍ଷିକ ଉତ୍ସବ ପାଳନ ଏବଂ ଅନୁଷ୍ଠାନ ସମ୍ପର୍କରେ ନିଜ ନିଜର ଅଭିଭାଷଣ ପ୍ରଦାନ କରିଥିଲେ। ଏହି ପରୀପ୍ରେକ୍ଷୀରେ ବିଦ୍ୟାଳୟ ରେ ପୂର୍ବରୁ ହୋଇଥିବା ବିଭିନ୍ନ ପ୍ରତିଯୋଗିତା ର ବିଜୟୀ ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ । ପରେ ବିଦ୍ୟାର୍ଥୀ ମାନେ ନିଜ ନିଜର ପ୍ରତିଭା ତଥା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା । ଏହି ଅବସରରେ ବିଦ୍ୟାଳୟ ର ବହୁ ବିଦ୍ୟାର୍ଥୀ ଏବଂ ଅଭିଭାବକ ମାନେ ଉପସ୍ଥିତ ଥିଲେ।
Related Posts
ମୌଳିକ ସୁବିଧାରୁ ବଂଚିତ କିଞ୍ଜରଡ଼ା ଗ୍ରାମବାସୀ
ମୌଳିକ ସୁବିଧାରୁ ବଂଚିତ କିଞ୍ଜରଡ଼ା ଗ୍ରାମବାସୀ ଆର ଉଦୟଗିରି(ମନୋଜ କୁମାର ପାଢୀ) : ସ୍ୱାଧିନ ଭାରତର ୭୭ ବର୍ଷ ବିତିଯାଇଛି |ଦେଶ ବୋହୁ କ୍ଷେତ୍ରରେ ଆଗେଇଲାଣି |…
ମୋହନା ରେ ଭାରତୀୟ ମଜଦୁର ସଂଘର ସମ୍ମିଳନୀ
ମୋହନା ରେ ଭାରତୀୟ ମଜଦୁର ସଂଘର ସମ୍ମିଳନୀ ଆର,ଉଦୟଗିରି :(ମନୋଜ କୁମାର ପାଢୀ )ଗଜପତି ଜିଲ୍ଲା ମୋହନା ଠାରେ ଥିବା ବିଜୁ ପଟ୍ଟନାୟକ କଲ୍ୟାଣ ମଣ୍ଡପ ଠାରେ…
ସ୍ୱାମୀତ୍ୱ ଯୋଜନାରେପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ହିତାଧିକାରୀଙ୍କୁ ଆବାସି ମାଧ୍ୟମରେ ସମ୍ପତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଯୋଗଦେଲେ
ସ୍ୱାମୀତ୍ୱ ଯୋଜନାରେପ୍ରଧାନମନ୍ତ୍ରୀ ଙ୍କ ଦ୍ୱାରା ହିତାଧିକାରୀଙ୍କୁ ଆବାସି ମାଧ୍ୟମରେ ସମ୍ପତି ପତ୍ର ପ୍ରଦାନ କାର୍ଯ୍ୟକ୍ରମ ରେ ମୁଖ୍ୟମନ୍ତ୍ରୀ ଯୋଗଦେଲେ ରାୟଗଡ: ଭାରତର ପ୍ରଧାନମନ୍ତ୍ରୀ ଶ୍ରୀଯୁକ୍ତ ନରେନ୍ଦ୍ର ମୋଦି…