ମହିଳାଙ୍କ ଆତ୍ମହତ୍ୟା।ଦିଗପହଣ୍ଡି ସହର ଧୋବା ସାହିର ଲିଜା ସେଠୀ ନାମ୍ନୀ ଜଣେ ମହିଳା ବିଷ ପିଇ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ସୁଚନା ଅନୁଯାୟୀ ଜଣାପଡିଛି ଯେ ମୃତ ଲିଜା ବିଷ ପିଇଥିବା ଘର ଲୋକ ଜାଣି ପାରି ଗୁରୁତର ଅବସ୍ଥାରେ ତାକୁ ଦିଗପହଣ୍ଡି ଡାକ୍ତରଖାନାରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ। ଅବସ୍ଥାରେ ସୁଧାର ନଆସିବାରୁ ତାକୁ ବ୍ରହ୍ମପୁର ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ତା’ର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts
ସାନ ଭାଇ ର ଆକ୍ରମଣ ରେ ବଡ଼ ଭାଇ ଓ ଭାଉଜଙ୍କ ମୃତ୍ୟୁ।
ସାନ ଭାଇ ର ଆକ୍ରମଣ ରେ ବଡ଼ ଭାଇ ଓ ଭାଉଜଙ୍କ ମୃତ୍ୟୁ। ଗଞ୍ଜାମ:ଆସ୍କା ଥାନା ଅର୍ନ୍ତଗତ ଖଣ୍ଡଦେଉଳି ପଞ୍ଚାୟତ ସମାଇଗୁଡା ଗ୍ରାମର ସାନ ଭାଇ ଓ…
ଚାଷୀଙ୍କୁ ପୁଣି ଶକ୍ତ ଧକ୍କାଗଜପତି
ଚାଷୀଙ୍କୁ ପୁଣି ଶକ୍ତ ଧକ୍କାଗଜପତି (ମନୋଜ ପାଢୀ):ଗଜପତି ଜିଲ୍ଲାରେ ବହୁ ଦିନ ପୂର୍ବରୁ ଡିସେମ୍ବର 30 ତାରିଖ ଠାରୁ ଧାନମଣ୍ଡି ଖୋଲା ଯିବ ବୋଲି ପ୍ରଶାସନିକ ସ୍ତରରେ…
STA to strictly enforce fire safety regulations in school buses
STA to strictly enforce fire safety regulations in school buses Bhubaneswar:The State Transport Authority, Odisha, has issued a directive to…