ମହାରାଷ୍ଟ ପୁଲିସ ହାତ ରୁ ଖସି ପଳେଇଲା ଗଂଜେଇ ଚାଲାଣକାରୀ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/୩/୧୧/୨୪ -ପୋଲିସ ହାତରୁ ହୋଟେଲରୁ ଖସିପଳେଇଲା ଅଭିଯୁକ୍ତ ଗଂଜେଇ ଚାଲାଣକାରୀ, ସୂଚନା ମୁତାବକ ଗତ 27ତାରିଖ ଅକ୍ଟୋବର ମାସ ଦିନ ଗଂଜେଇ ଚୋରାଚାଲାଣ ଘଟଣା ରେ ମହାରାଷ୍ଟ୍ର ଆକଲା ରେଲୱେ ପୋଲିସ ଷ୍ଟେସନ ତରଫରୁ ଓଡିଶା ର ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଅନ୍ତରବା ଗାଁ ର ଜୁଏଲ ଶବର ଙ୍କୁ ଗିରଫ କରିଥିଲେ l ତାକୁ ପୂଣି ରିମାଣ୍ଡ ରେ ଆଣିଥିଲେ ଅନ୍ତରବା ଗାଁ କୁ ସେହି ପୋଲିସ l ତେବେ ସ୍ଥାନୀୟ ପୋଲିସକୁ ସୂଚନା ନଦେଇ ମୋହନା ବଜାର ପଦ୍ମାଳୟ ହୋଟେଲ କୁ ଆଜି ସକାଳେ ଧରି ଯାଇଥିଲା ରେଲୱେ ପୋଲିସ l ତେବେ ପୋଲିସ କୁ ଚକମା ଦେଇ ଗୋଡ଼ରେ ବେଡି ଲାଗିଥିବା ସତ୍ୱେ ଖସି ଯାଇଥିଲା ଜୁଏଲ l ତେବେ ରେଲୱେ ପୋଲିସ ଏପିଆଇ ପଙ୍କଜ ଢ଼ୋକେ ଏ ସମ୍ପର୍କ ରେ ମୁହଁ ଖୋଲି ନାହାନ୍ତି l
Related Posts

ରଟିଙ୍ଗିଆରେ ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ
ରଟିଙ୍ଗିଆରେ ମଦ ବନ୍ଦ ପାଇଁ ଅଣ୍ଟା ଭିଡ଼ିଲେ ପଞ୍ଚାୟତ ସ୍ତରୀୟ ମହିଳା ମହାସଂଘ….. ଘୁ.ଉଦୟଗିରି :- (ରିପୋର୍ଟ କୁନା ଦିଗାଲ ) ଜି.ଉଦୟଗିରି ବ୍ଳକ ରଟିଙ୍ଗିଆ ଗ୍ରାମ…

ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ରଥଯାତ୍ରା ଅବସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଲୋକାର୍ପିତ
ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ରଥଯାତ୍ରା ଅବସରରେ ହିନ୍ଦୀ ଓ ଓଡ଼ିଆ ଭଜନ ଲୋକାର୍ପିତ ଭୁବନେଶ୍ୱର: ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ନେତ୍ରୋତ୍ସବ, ନବଯୌବନ…

ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତଆର
ଶବର ସମାଜର ପ୍ରତିଷ୍ଠା ଦିବସ ଓ ମାତୃ ସମ୍ମିଳନୀ ଅନୁଷ୍ଠିତଆର, ଉଦୟଗିରି (ମନୋଜ କୁମାର ପାଢୀ):ଗଜପତି ଜିଲ୍ଲାର ନୂଆଗଡ଼ ବ୍ଲକ ଟାଙ୍ଗିଲି ପଞ୍ଚାୟତ ସ୍ଥିତ ଲଫଲାଙ୍ଗ ଠାରେ…