ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ଦେବେନ୍ଦ୍ର ଫଡନାବୀସ। ମହାରାଷ୍ଟ୍ର ରାଜ୍ୟପାଳ ସି. ପି. ରାଧାକୃଷ୍ଣନ ତାଙ୍କୁ ଶପଥ ପାଠ କରାଇଥିଲେ । ତାଙ୍କ ସହ ଏକନାଥ ସିନ୍ଦେ ଏବଂ ଅଜିତ ପାୱାର ଉପମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି ।
Related Posts

MAUNI AMAVASYA MAYHEM: Stampede at Prayagraj Sangam Leaves Many Injured.
A stampede broke out at the Mahakumbh Mela in Prayagraj, Uttar Pradesh, during the early hours of January 29, 2025,…

ମାଓବାଦୀଙ୍କ ଗୁଳିରେ ଏସଓଜି ଯବାନ ଙ୍କୁ ଡାକ୍ତରଖାନାରେ ଭେଟି ସ୍ବାସ୍ଥ୍ୟବସ୍ଥା ବୁଝିଲେ ଏସ୍ପି
ମାଓବାଦୀଙ୍କ ଗୁଳିରେ ଏସଓଜି ଯବାନ ଙ୍କୁ ଡାକ୍ତରଖାନାରେ ଭେଟି ସ୍ବାସ୍ଥ୍ୟବସ୍ଥା ବୁଝିଲେ ଏସ୍ପି ନୂଆପଡ଼ା(ଓମ୍ ପ୍ରକାଶ ଚୌଧୁରୀ)ନୂଆପଡ଼ା ଜିଲ୍ଲା କୋମନା ଥାନା ସୋସେଙ୍ଗ ପଞ୍ଚାୟତ ଶିବନାରାୟଣପୁର ଗାଁନିକଟରେ…

କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାରଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ
କୋଶଳ ପ୍ରବକ୍ତା ଦେବେନ୍ଦ୍ର କୁମାରଙ୍କୁ ସମ୍ମାନଜନକ ଡକ୍ଟରେଟ ଉପାଧି ପ୍ରଦାନ ତରଭା, ତା ୦୧/୦୧ : ଆନ୍ତର୍ଜାତିକ ସ୍ତରରେ ସୁନାମଧନ୍ୟ ଶିକ୍ଷାନୁଷ୍ଠାନ ଆମେରିକାନ୍ ମେରିଟ୍ କାଉନସିଲ୍, ଆମେରିକା…