ଗଣେଶଙ୍କ ଦର୍ଶନ ପାଇଁ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ଘରେ ବଲିଉଡ ଅଭିନେତା ସଲମାନ ଖାନ। ଭଉଣୀ ଅର୍ପିତା ଖାନଙ୍କୁ ସାଙ୍ଗରେ ନେଇ ସଲମାନ ଗଜପତିଙ୍କ ଦର୍ଶନ କରିଛନ୍ତି। ସିନ୍ଦେଙ୍କ ସହ ସଲମାନ ଗଣେଶଙ୍କ ପୂଜାର୍ଚ୍ଚନା କରୁଥିବା ବେଳର ଫଟୋ ସାମ୍ନାକୁ ଆସିଛି। ନିଜେ ମୁଖ୍ୟମନ୍ତ୍ରୀ ସିନ୍ଦେ ଏହି ଫଟୋ ଗୁଡ଼ିକ ଆଜି ଶେୟାର କରିଛନ୍ତି।
Related Posts

କୋଣାର୍କ ଉତ୍ସବ ଉଦ୍ଘାଟିତ
କୋଣାର୍କ ଉତ୍ସବ ଉଦ୍ଘାଟିତ ପୁରୀ/ଭୁବନେଶ୍ୱର: ଓଡ଼ିଶା ପର୍ଯ୍ୟଟନ ବିଭାଗ ଆନୁକୁଲ୍ୟରେ ସଂସ୍କୁତି ବିଭାଗ ଓ ସଙ୍ଗୀତ ନାଟକ ଏକାଡେମୀର ମିଳିତ ଉଦ୍ୟମରେ କୋଣାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି…

ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଯାପିତ: ଶେଷ ସନ୍ଧ୍ୟାରେ ଓଡ଼ିଶୀ, କଥକ ଓ ମଣିପୁରୀ ନୃତ୍ୟରେ ଦର୍ଶକ ହେଲେ ବିମୋହିତ
ମୁକ୍ତେଶ୍ୱର ନୃତ୍ୟ ଉତ୍ସବ ଉଦଯାପିତ: ଶେଷ ସନ୍ଧ୍ୟାରେ ଓଡ଼ିଶୀ, କଥକ ଓ ମଣିପୁରୀ ନୃତ୍ୟରେ ଦର୍ଶକ ହେଲେ ବିମୋହିତ ଭୁବନେଶ୍ୱର: ମୁକ୍ତେଶ୍ୱର ମୁକ୍ତାକାଶ ମଞ୍ଚରେ ଅନୁଷ୍ଠିତ ହେଉଥିବା…

କଟକ ବାଲିଯାତ୍ରା-୨୦୨୪ ଆରମ୍ଭ
କଟକ ବାଲିଯାତ୍ରା-୨୦୨୪ ଆରମ୍ଭ କଟକ: ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଆରମ୍ଭ ହେଲା ଐତିହାସିକ କଟକ ବାଲିଯାତ୍ରା। ବାଲିଯାତ୍ରାକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ।ଉଦ୍ଘାଟନ ପୂର୍ବରୁ…