ମଣିପୁର: ଆଦିବାସୀ ଓ ଅଣ ଆଦିବାସୀଙ୍କ ସଂଘର୍ଷ ଯୋଗୁ ଅଶାନ୍ତ ହୋଇପଡ଼ିଥିବା ମଣିପୁର ସ୍ଥିତି ଦିନକୁ ଦିନ ବିଗିଡ଼ିବାରେ ଲାଗିଛି। ସବୁ ପ୍ରକାରର ସୁରକ୍ଷା ବ୍ୟବସ୍ଥା ସତ୍ତ୍ୱେ ହିଂସା ଥମିବାର ନାଁ ନେଉନାହିଁ। ସ୍ଥିତି ଅସମ୍ଭାଳ ହେଉଥିବାରୁ କେନ୍ଦ୍ର ସରକାର ଆଉ ୧୦,୮୦୦ ଜଣ ସୁରକ୍ଷାକର୍ମୀଙ୍କୁ ମିଆଁମାର ସୀମାକୁ ଲାଗିଥିବା ମଣିପୁର ପଠାଇଛନ୍ତି। ଏହାକୁ ମିଶାଇ ମଣିପୁରରେ କେନ୍ଦ୍ରୀୟ ସୁରକ୍ଷାବଳଙ୍କ କମ୍ପାନୀ ସଂଖ୍ୟା ୨୮୮ରେ ପହଞ୍ଚିଛି।
Related Posts
T20 World Cup 2024 Final: India defeat SOUTHAFRICA by 7 runs to win T20 WC title for 2nd time.
New Delhi:In the 2024 ICC Men’s T20 World Cup final at the Kensington Oval in Bridgetown, Barbados, India set South…
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର
ପ୍ୟାରିସ ଅଲିମ୍ପିକ୍ସରେ ଇତିହାସ ରଚିଛନ୍ତି ଭାରତର ଯୁବ ଶୁଟର ମନୁ ଭାକର। ସେ ୨୦୨୪ ପ୍ୟାରିସ ଅଲିମ୍ପିକ୍ସରେ ଭାରତ ପାଇଁ ପ୍ରଥମ ପଦକ ଜିତିଛନ୍ତି। ସେ ୧୦…
୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍ର କାଜାନରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ।
ନୂଆଦିଲ୍ଳୀ: ୧୬ତମ ବ୍ରିକ୍ସ ସମ୍ମିଳନୀରେ ଯୋଗ ଦେବା ପାଇଁ ରୁଷ୍ର କାଜାନରେ ଅବତରଣ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ସେଠାରେ ପହଞ୍ଚିବା ପରେ ତାଙ୍କୁ ଭବ୍ୟ ସ୍ୱାଗତ…