ଆଜି କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ନୀତିନ ଗାଡି ମହାରାଷ୍ଟ୍ରର ୟବତମାଲରେ ମହାୟୁତିର ବିଜେପି ପ୍ରାର୍ଥୀ ରାଜଶ୍ରୀ ପାଟିଲଙ୍କ ସମର୍ଥନରେ ନିର୍ବାଚନ ପ୍ରଚାର କରିଥିଲେ। ଏହାପରେ ପସୁଦରେ ସେ ଏକ ନିର୍ବାଚନ ସଭାରେ ଯୋଗ ଦେଇ ଭାଷଣ ଦେଉଥିଲେ। ଏତିକି ବେଳେ ହଠାତ୍ ସେ ମଞ୍ଚ ଉପରେ ଅସୁସ୍ଥ ହୋଇ ପଡିଥିଲେ। ଚେତାଶୂନ୍ୟ ହୋଇ ସେ ତଳେ ପଡି ଯାଇଥିଲେ। ଏହାପରେ ତୁରନ୍ତ ତାଙ୍କୁ ସୁରକ୍ଷାକର୍ମୀ ଓ ଉପସ୍ଥିତ ଲୋକେ ଟେକି ନେଇ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ତାଙ୍କ ଅବସ୍ଥା ସ୍ଥିର ଥିବା କୁହାଯାଉଛି।
Related Posts
କେନ୍ଦ୍ର ବଜେଟ ଉପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ
କେନ୍ଦ୍ର ବଜେଟ ଉପରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କ ଟିପ୍ପଣୀ ଭୁବନେଶ୍ୱର: ଆଜି କେନ୍ଦ୍ର ଅର୍ଥ ମନ୍ତ୍ରୀ ବର୍ଷ ୨୦୨୪-୨୫ ପାଇଁ ପୂର୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି । ଏହି…
ନିର୍ବାଚନ ପାଇଁ ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ;
ନିର୍ବାଚନ ପାଇଁ ଗାଡ଼ି ଅଧିଗ୍ରହଣ ପ୍ରକ୍ରିୟା ତ୍ୱରାନ୍ୱିତ କରିବାକୁ ପରିବହନ କମିସନରଙ୍କ ନିର୍ଦ୍ଦେଶ;ଗାଡ଼ି କର୍ମଚାରୀଙ୍କୁ ମିଳିବ ଅଗ୍ରୀମ ପ୍ରାପ୍ୟ ଭୁବନେଶ୍ୱର: (Abhishek Mohanty)ସାଧାରଣ ନିର୍ବାଚନର ସୁପରିଚାଳନା ପାଇଁ…
ଜାନୁଆରୀ ୨୪ ରୁ ଓଡ଼ିଶାରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ
ଜାନୁଆରୀ ୨୪ ରୁ ଓଡ଼ିଶାରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ ଭୁବନେଶ୍ୱର: ଜାନୁଆରୀ ୨୪ ତାରିଖରୁ ଓଡ଼ିଶାରେ ଆରମ୍ଭ ହେବ ଆବାସ ସର୍ଭେ କାର୍ଯ୍ୟ।ପଞ୍ଚାୟତିରାଜ ମନ୍ତ୍ରୀ…