ଜିଲ୍ଲାପାଳ, କୋରାପୁଟ ଆଜି କୋରାପୁଟ ଜିଲ୍ଲା ସଦରମହକୁମା ଠାରେ ଭୋଟର ସଚେତନତା ରଥ ଏବଂ ଦସ୍ତଖତ ଅଭିଯାନର ଶୁଭାରମ୍ଭ କରିଥିଲେ। ୨୦୨୪ ସାଧାରଣ ନିର୍ବାଚନ ପ୍ରକ୍ରିୟା କୁ ଅଧିକ ତ୍ୱରାନ୍ୱିତ ଏବଂ ଜନ ସଚେତନତା ଦିଗରେ ଏହି ଅଭିଯାନ ମୁଖ୍ୟ ଭୂମିକା ଗ୍ରହଣ କରିବ।

The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group