ଭୋଇପାଲି ଠାରେ ଆସନ୍ତା ୧୧ଓ ୧୨ ତାରିଖ ଦୁଇଦିନ ଧରି ଅମରଦାସ ବାବା ଅଗ୍ନି ଉତ୍ସବ ପାଳିତ ହେବ।

ଭୋଇପାଲି ଠାରେ ଆସନ୍ତା ୧୧ଓ ୧୨ ତାରିଖ ଦୁଇଦିନ ଧରି ଅମରଦାସ ବାବା ଅଗ୍ନି ଉତ୍ସବ ପାଳିତ ହେବ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ରେମଣ୍ଡା ପଂଚାୟତ ର ଭୋଇପାଲି ଠାରେ ଆସନ୍ତା ୧୧,୨ ଓ ୧୨,୨ ତାରିଖ ଦିନ ଅମର ଦାସ ବାବା ମଠ ଠାରେ ପ୍ରତି ବର୍ଷ ଭଳି ଚଳିତ ମାଘ ପୂର୍ଣ୍ଣିମା (ଅଗ୍ନି ଉତ୍ସବ) ଅନୁଷ୍ଠିତ ହେବ। ଏଥିରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଆସି ଯୋଗଦାନ କରିଥାନ୍ତି। ବିଶେଷ ଆକର୍ଷଣ ଆସନ୍ତା ଭାବରେ ହିର୍ଲିପାଲି ଉଦଣ୍ଡ କୀର୍ତ୍ତନ ଓ ଲୁରୁପାଲି ମହିଳା ସଂକ୍ରିତନ (ଭାନୁମତୀ ସେଠ) ଅନୁଷ୍ଠିତ ହେଉଛି। ଆସନ୍ତା ଅଗ୍ନି ଉତ୍ସବ ରେ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ଓ ଭକ୍ତମାନେ ଆସି ଯୋଗଦାନ କରି ଅମର ଦାସ ବାବା ଆଶିଷ ଭିକ୍ଷା କରି ମନୋରଞ୍ଜନ କାର୍ଯ୍ୟକ୍ରମ ଉପଭୋଗ କରିପାରନ୍ତି। ସଂଧ୍ୟା ରେ ଅମର ଦାସ କ୍ଲବ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯିବ।

Leave a Reply

Your email address will not be published. Required fields are marked *