ଭେଡେନ ଥାନା ନୂତନ ଆଇଆଇସି ଭାବେ ଯୋଗଦେଇଛନ୍ତି, ଶୁସାନ୍ତ କୁମାର ଦାଶ ।

ଭେଡେନ ଥାନା ନୂତନ ଆଇଆଇସି ଭାବେ ଯୋଗଦେଇଛନ୍ତି, ଶୁସାନ୍ତ କୁମାର ଦାଶ ।

ବରଗଡ – (ଭବାନୀ ଶଙ୍କର ପାଢ଼ୀ) ବରଗଡ ଜିଲ୍ଲା ଭେଡେନ ଥାନା ର ନୂତନ ଆଇଆଇସି ଭାବେ ଯୋଗଦେଇଛନ୍ତି, ଶୁସାନ୍ତ କୁମାର ଦାଶ ଏହାପୂର୍ବରୁ ସଂବଲପୁର, ମହୁଲପାଲି , ବୁର୍ଲା,ଜମନକିରା, ବଲାଙ୍ଗୀର ଜିଲ୍ଲା ବେଲପଡ଼ା ଓ ବରଗଡ ଟାଉନ ଥାନା ର ଅତିରିକ୍ତ ଥାନା ଅଧିକାରୀ ଭାବେ କାର୍ଯ୍ୟରତ ଥିଲେ। ପୂର୍ବରୁ ପଶ୍ଚିମ ଓଡିଶାର ବିଭିନ୍ନ ଥାନାରେ କାର୍ଯ୍ୟ କରି କୃତିତ୍ବ ଅର୍ଜନ କରି ଜନସାଧାରଣଙ୍କ ପ୍ରିୟ ଭାଜନ ହୋଇପାରିଥିଲେ । ଭେଡେନ ଥାନା ଅଂଚଳରେ ଶାନ୍ତି ଶୃଙ୍ଖଳା ବଜାଇ ରଖିବା ପାଇଁ ଚେଷ୍ଟା କରିବି ବୋଲି ଶ୍ରୀଯୁକ୍ତ ଦାଶ କହିଥିଲେ।

Leave a Reply

Your email address will not be published. Required fields are marked *