ଭୂକମ୍ପ ଝଟକାରେ ଥରିଛି ଆମେରିକାର ନ୍ୟୁୟର୍କ ସହର।

ଭୂକମ୍ପ ଝଟକାରେ ଥରିଛି ଆମେରିକାର ନ୍ୟୁୟର୍କ ସହର। ଭୂକମ୍ପର କେନ୍ଦ୍ର ସ୍ଥଳର ପଡ଼ୋଶୀ ନ୍ୟୁଜର୍ସି ବୋଲି ଆମେରିକାର ଜିଓଲଜିକାଲ ସର୍ଭେ ପକ୍ଷରୁ କୁହାଯାଇଛି। ଭୂକମ୍ପ ଝଟକା ସହରବାସୀ ଅନୁଭବ କରିଥିଲେ ମଧ୍ୟ ଏଯାଏ କୌଣସି ରିପୋର୍ଟ ମିଳି ନାହିଁ।ରିକ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୪.୮ ରେକର୍ଡ କରାଯାଇଛି।

A powerful earthquake has struck the city of New York in the United States. The epicenter of the earthquake, according to geologic surveys, is reported to be near the neighborhood of New Jersey. While residents of the affected city experienced the tremors, there have been no reports of any significant damage. The earthquake recorded a magnitude of 4.8 on the Richter scale.

Leave a Reply

Your email address will not be published. Required fields are marked *