ପୁରୀ ଷ୍ଟେସନ୍ ରେ ଭୁସୁଡ଼ିଲା ନିର୍ମାଣାଧୀନ ଛାତ, ଏକାଧିକ ଶ୍ରମିକ ଆହତପୁରୀ: ଭୁସୁଡିଲା ପୁରୀ ରେଳ ଷ୍ଟେସନ୍ ରେ ନିର୍ମାଣାଧୀନ ଛାତ।ସୁପରଭାଇଜର ସମେତ ୪ ଜଣ ଶ୍ରମିକଙ୍କୁ ଉଦ୍ଧାର କଲେ ଅଗ୍ନିଶମ ବାହିନୀ। ଆଉ କିଛି ଶ୍ରମିକ ଫସିରହିଥିବା ଆଶଙ୍କା ଥିବାରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି।ବିଶ୍ବସ୍ତରୀୟ ଷ୍ଟେସନ୍ ନିର୍ମାଣ କାର୍ଯ୍ୟ ଚାଲିଥିବା ବେଳେ ଘଟିଛି ଏହି ଘଟଣା।
Related Posts
୨୦୨୬ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବ ମାଓ ସମସ୍ୟା ।
ନୂଆଦିଲ୍ଲୀ:୨୦୨୬ମାର୍ଚ୍ଚ ସୁଦ୍ଧା ଦେଶରୁ ମୂଳପୋଛ ହେବ ମାଓ ସମସ୍ୟା । ଦିଲ୍ଲୀରେ ମାଓ ମୁକାବିଲା ସମୀକ୍ଷା ବୈଠକରେ ଆଜି ପୁଣି ଏ ଟାର୍ଗେଟ୍କୁ ଦୋହରାଇବା ସହ ନକ୍ସଲ…
Get More Travel While Spending Less
Try these 5 options Whole-wheat toast with nut or seed butter, banana and cinnamon. A slice of whole-wheat toast with…
ମୋହନା ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି କାର୍ଯ୍ୟାଳୟ ଉଦଘାଟିତ ….
ମୋହନାରେ ନିର୍ବାଚନ ମଣ୍ଡଳୀ ସ୍ତରୀୟ ବିଜେଡି କାର୍ଯ୍ୟାଳୟ ଉଦଘାଟିତ …. ଆର,ଉଦୟଗିରି ( ମନୋଜ କୁମାର ପାଢୀ/ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ସଦର ଠାରେ…