ଭୁବନେଶ୍ୱର ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ
ଭୁବନେଶ୍ୱର ଭୁବନେଶ୍ବରରେ ଥିବା ବିଜୁ ପଟ୍ଟନାୟକ ଅନ୍ତର୍ଜାତୟ ବିମାନ ବନ୍ଦରରେ ନିର୍ମାଣ ହେବ ନୂଆ ଟର୍ମିନାଲ।ପୁରୁଣା ଟର୍ମିନାଲ ପାଖରେ ନୂଆ ଟର୍ମିନାଲ ହେବ।ଦୁଇ ବର୍ଷରେ ନିର୍ମାଣ ଯୋଜନା ରହିଛି । ଖୁବଶୀଘ୍ର ହେବ ରନୱେ କ୍ୟାଟ୍ ଟୁ ଲାଇଟ୍।ବର୍ଷେ ଭିତରେ ଭୁବନେଶ୍ବର ବିମାନ ବନ୍ଦର କ୍ଷମତା ୮୦ ଲକ୍ଷ ହେବ। ଏବେ ଭୁବନେଶ୍ବରରୁ ୨୦ଟି ସହରକୁ ବିମାନ ଯାଉଛି।୨୦ଟି ସହର ସହ ବିଦେଶର ୪ଟି ସ୍ଥାନକୁ ବିମାନ ଯାଉଛି।