ଭୁବନେଶ୍ଵରରେ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟିତ

ଭୁବନେଶ୍ଵରରେ ନୂଆ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟିତ

ଭୁବନେଶ୍ଵର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଭୁବନେଶ୍ଵରରେ ଜୁଡିସିଆଲ କୋର୍ଟ କମ୍ପ୍ଲେକ୍ସ ଉଦ୍ଘାଟନ କରିଛନ୍ତି। ଏହି କମ୍ପ୍ଲେକ୍ସରେ ଡିଜିଟାଲ ସୁବିଧା, ସୂଚନା କେନ୍ଦ୍ର, ବହୁତଳ ପାର୍କିଂ, ବଡ଼ ବାର ଲାଉଞ୍ଜ, ଲାଇବ୍ରେରୀ ବ୍ୟାଙ୍କ୍ ଓ ଶିଶୁ କେନ୍ଦ୍ର ସୁବିଧା ଉପଲବ୍ଧ ରହିଛି।୧୭୦ କୋଟି ଟଙ୍କାରେ ନିର୍ମିତ କୋର୍ଟ କମ୍ପ୍ଲେକ୍ସରେ ୫୫ଟି କୋର୍ଟ ରୁମ୍ ଓ ଜଜ୍ ମାନଙ୍କ ପାଇଁ ୫୫ ଚାମ୍ବର ରହିଛି।

Leave a Reply

Your email address will not be published. Required fields are marked *