ଭୁବନେଶ୍ବରରେ ପଥୋତ୍ସବ ସ୍ଥଗିତ
ଭୁବନେଶ୍ବର: ଭୁବନେଶ୍ବରରେ ସ୍ଥଗିତ ରହିଲା ପଥୋତ୍ସବ।ବର୍ଷା ପାଇଁ କାଲି ହେବନି ପଥୋତ୍ସବ।ପ୍ରବାସୀ ଭାରତୀୟ ଦିବସ ପାଇଁ ହୋଇଥାନ୍ତା ପଥୋତ୍ସବ।ପଥୋତ୍ସବ ସ୍ଥଗିତ ନେଇ ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି।
The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group