ଭୁବନେଶ୍ବରରେ ଦୁଇ ଯୁବକଙ୍କୁ ହତ୍ୟା

ଭୁବନେଶ୍ବରରେ ଦୁଇ ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର: ହୋଲି ଖେଳ ବେଳେ ଭୁବନେଶ୍ବରରେ ଦୁଇ ଯୁବକଙ୍କୁ ହତ୍ୟା କରାଯାଇଛି।ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ଛୁରି ଭୁସି ଜଣେ ଯୁବକଙ୍କୁ ହତ୍ୟା କରାଯାଇଛି।୪ ଜଣ ଯୁବକ ଛୁରି ଭୁସି ହତ୍ୟା କରିଥିବା ସୂଚନା।ମଞ୍ଚେଶ୍ବର ଥାନା ସମେଇଗାଡ଼ିଆରେ ଆଉ ଜଣଙ୍କୁ ତଣ୍ଟି କାଟି ହତ୍ୟା କରାଯାଇଛି।

Leave a Reply

Your email address will not be published. Required fields are marked *