ଭୁବନେଶ୍ଵର:ଭିଜିଲାନ୍ସସ ଜାଲରେ ସହକାରୀ ଯନ୍ତ୍ରୀ
ଲାଞ୍ଚ ନେବା ବଳେ ଧରାପଡ଼ିଲେ!
ଜଟଣୀ ବ୍ଲକର ସହକାରୀ ଯନ୍ତ୍ରୀ ନିବେଦିତା ମହାନ୍ତି
୫୦ ହଜାର ଲାଞ୍ଚ ନେବା ବେଳେ ଧରିଲା ଭିଜିଲାନ୍ସ!ବକେୟା ବିଲ୍ ପାସ କରିବାକୁ ପାଇଁ ନେଉଥିଲେ ଲାଞ୍ଚ ନିବେଦିତା
ଜଣେ ଠିକାଦାରଙ୍କ ଠାରୁ ଲାଞ୍ଚ ନେବା ବଳେ ଧରାପଡ଼ିଲେ।
ଭିଜିଲାନ୍ସସ ଜାଲରେ ସହକାରୀ ଯନ୍ତ୍ରୀ
