ଗଞ୍ଜାମ:ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକ୍ ଅନ୍ତର୍ଗତ ଜରଡ଼ାଠାରୁ ଇଚ୍ଛାପୁର ଅଭିମୁଖେ ଯାଉଥିବା ଏକ ଘରୋଇ ଯାତ୍ରୀବାହୀ ବସ ଆଜି ସନ୍ଧ୍ୟା ସମୟରେ ଆନ୍ଧ୍ର ଓଡ଼ିଶା ସୀମାନ୍ତ ଜଗନ୍ନାଥପୁରଠାରେ ଭାରସାମ୍ୟ ହରାଇ ରାସ୍ତା ପାର୍ଶ୍ଵକୁ ଖସି ପଡ଼ିଥିଲା। ଉକ୍ତ ବସରେ ଯାତ୍ରା କରୁଥିଲେ ପ୍ରାୟ ୫୦ରୁ ୬୦ ଯାତ୍ରୀ। ସେମାନଙ୍କ ଜୀବନ ଅଳ୍ପକେ ବର୍ତ୍ତି ଯାଇଛି।
Related Posts

ପାରଳାଖେମୁଣ୍ଡି ପୌରପରିଷଦର ବିଷମ ପରିସ୍ଥିତି
ପାରଳାଖେମୁଣ୍ଡି ପୌରପରିଷଦର ବିଷମ ପରିସ୍ଥିତି ଗଜପତି ( ମନୋଜ ପାଢୀ ):- ରାଜ୍ୟର ସର୍ବ ପୁରାତନ ପୌରପରିଷଦ ପାରଳାଖେମୁଣ୍ଡି। ବର୍ତ୍ତମାନ ଏହି ପୁରାତନ ପୌରପରିଷଦ ଏବେ ଅତି…

ବରଗଡ଼-ନୂଆପଡ଼ା ନୂତନ ରେଳପଥକୁ କେନ୍ଦ୍ର କେବିନେଟ୍ ସବୁଜ ସଙ୍କେତ ଦେଇଥିବାରୁ ସମଗ୍ର ବରଗଡ଼ ଜିଲ୍ଲାରେ ବିଶେଷ କରି ପଦ୍ମପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି।
ବରଗଡ଼-ନୂଆପଡ଼ା ନୂତନ ରେଳପଥକୁ କେନ୍ଦ୍ର କେବିନେଟ୍ ସବୁଜ ସଙ୍କେତ ଦେଇଥିବାରୁ ସମଗ୍ର ବରଗଡ଼ ଜିଲ୍ଲାରେ ବିଶେଷ କରି ପଦ୍ମପୁର ଉପଖଣ୍ଡରେ ଖୁସିର ଲହରୀ ଖେଳିଯାଇଛି। ଚାରି ଦଶନ୍ଧିର…

କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଦ୍ବାରା ଆଜି ୧୭ ତମ କିସ୍ତି ପ୍ରଦାନ, ଭର୍ଚୁଆଲ ମଧ୍ୟରେ କିସ୍ତି ପ୍ରଦାନ ଉତ୍ସବ
*କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି ଯୋଜନା ଦ୍ବାରା ଆଜି ୧୭ ତମ କିସ୍ତି ପ୍ରଦାନ, ଭର୍ଚୁଆଲ ମଧ୍ୟରେ କିସ୍ତି ପ୍ରଦାନ ଉତ୍ସବ* ନୂଆପଡା ତା19…