ନୂଆଦିଲ୍ଲୀ: କାନାଡାରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତ ସଞ୍ଜୟ କୁମାର ବର୍ମାଙ୍କ ବିରୋଧରେ ହାସ୍ୟାସ୍ପଦ ଅଭିଯୋଗ ଆଣିଥିବା ଟ୍ରୁଡୋ ସରକାରଙ୍କୁ କଠୋର ସମାଲୋଚନା କରିବା ପରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କାନାଡାର ଡେପୁଟି ହାଇକମିଶନର ଷ୍ଟୁଆର୍ଟ ହ୍ୱିଲରଙ୍କୁ ସମନ କରିଛି। ଖାଲିସ୍ତାନୀ ଆତଙ୍କବାଦୀ ହରଦୀପ ସିଂ ନିଜରଙ୍କ ମୃତ୍ୟୁ ମାମଲାରେ କାନାଡାରେ ଅବସ୍ଥାପିତ ଭାରତୀୟ ହାଇକମିଶନର ସଞ୍ଜୟ କୁମାର ବର୍ମା ଏବଂ ଅନ୍ୟ କୂଟନୀତିଜ୍ଞମାନେ ‘ଆଗ୍ରହୀ ବ୍ୟକ୍ତି’ ବୋଲି ଭାରତ କୁଟନୈତିକ ଚିଠି ପାଇଛି।
Related Posts
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଭୁବନେଶ୍ୱର ବିମାନ ବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ସ୍ୱାଗତ କରୁଛନ୍ତି ଓଡ଼ିଶାର ଭାବି ମୁଖ୍ୟମନ୍ତ୍ରୀ ମୋହନ ମାଝୀ
ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ; ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ଘୋଷଣା
ଓଡ଼ିଶାର ବିଭିନ୍ନ ସ୍ଥାନରେ ବଜ୍ରପାତରେ ୬ ଜଣ ବ୍ୟକ୍ତିଙ୍କ ମୃତ୍ୟୁ; ମୃତ ବ୍ୟକ୍ତିଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ଅନୁକମ୍ପାମୁଳକ ସହାୟତା ଘୋଷଣା ଭୁବନେଶ୍ୱର: ଆଜି…
ପ୍ରଖ୍ୟାତ ମରାଠି ଓ ବଲିଉଡ ଅଭିନେତା ଅତୁଏ ପାର୍ଚୁରେ ଆଉ ନାହାନ୍ତି।
ମୁମ୍ୱାଇ:ପ୍ରଖ୍ୟାତ ମରାଠି ଓ ବଲିଉଡ ଅଭିନେତା ଅତୁଏ ପାର୍ଚୁରେ ଆଉ ନାହାନ୍ତି। ଆଜି ୫୭ ବର୍ଷ ବୟସରେ ସେ ଶେଷନିଃଶ୍ୱାସ ତ୍ୟାଗ କରିଛନ୍ତି। ସୂର୍ଯ୍ୟାଚି ପିଲ୍ଲେରେ ଆୟୋଜିତ…