ନୂଆଦିଲ୍ଲୀ : ଖୋ ଖୋର ପ୍ରଥମ ବିଶ୍ୱ ବିଜେତା ଦଳ ପାଲଟିଛି ଭାରତ । ଜାନୁଆରୀ ୧୯ ତାରିଖ ରବିବାର ନୂଆଦିଲ୍ଲୀରେ ଖେଳାଯାଇଥିବା ଫାଇନାଲରେ ଭାରତୀୟ ମହିଳା ଦଳ ଏକତରଫା ଢଙ୍ଗରେ ନେପାଳକୁ ୩୮ ପଏଣ୍ଟ ବ୍ୟବଧାନରେ ସହଜରେ ପରାସ୍ତ କରି ଟାଇଟଲ ଜିତିଥିଲା। ଟୁର୍ଣ୍ଣାମେଣ୍ଟର ପ୍ରଥମ ମ୍ୟାଚ୍ ପରଠାରୁ କ୍ରମାଗତ ଭାବେ ଆଧିପତ୍ୟ ବଜାୟ ରଖିଥିବା ଭାରତୀୟ ମହିଳା ଦଳ ଫାଇନାଲରେ ସମାନ ଶୈଳୀ ଜାରି ରଖି ନେପାଳକୁ ୭୮-୪୦ ସ୍କୋରରେ ପରାସ୍ତ କରି ଚାମ୍ପିଅନସିପ୍ ଦଖଲ କରିଛି।
Related Posts
Odisha Cabinet recommends Governor for dissolution of Legislative Assembly
Odisha Cabinet recommends Governor for dissolution of Legislative Assembly Bhubaneswar: ( Abhishek Mohanty)The Odisha Cabinet on Monday recommended Governor for…

ଡା.ଏ. ବାଳକୃଷ୍ଣ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଲେ।
ଡା.ଏ. ବାଳକୃଷ୍ଣ ଇଣ୍ଡିଆ ବୁକ ଅଫ ରେକର୍ଡ ରେ ସ୍ଥାନ ପାଇଲେ। ଗଞ୍ଜାମ:ବ୍ରହ୍ମପୁର ସହର ଗାନ୍ଧୀନଗର, ସପ୍ତମ ସାହି ନିବାସୀ ଡା. ଏ. ବାଳକୃଷ୍ଣ ୬୪ ବର୍ଷ…

ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି।
ଭୁବନେଶ୍ବର: ଓଲିଉଡର ବରିଷ୍ଠ ଅଭିନେତା ଉତ୍ତମ ମହାନ୍ତିଙ୍କ ସ୍ବାସ୍ଥ୍ୟାବସ୍ଥା ଅତି ଗୁରୁତର ଥିବା ସୂଚନା ମିଳିଛି। ତାଙ୍କୁ ଏୟାର ଆମ୍ବୁଲାନ୍ସରେ ସ୍ଥାନାନ୍ତରିତ କରାଯିବ। ଉତ୍ତମ ମହାନ୍ତିଙ୍କ ପୁଅ ବାବୁସାନ…