ଭାରତରେ ପ୍ରଥମ HMPV ରୋଗୀ ଚିହ୍ନଟ
ଭୁବନେଶ୍ୱର: ଭାରତରେ ପ୍ରଥମ HMPV ର ପ୍ରଥମ ମାମଲା ଚିହ୍ନଟ ହୋଇଛି।ବେଙ୍ଗାଲୁରୁ ରୁ ଚିହ୍ନଟ ହେଲା HMPV ଭୁତାଣୁ।୮ ମାସର ଶିଶୁ ଦେହରେ ଏହି ନୂଆ ଭୁତାଣୁ ଚିହ୍ନଟ ହୋଇଥିବା ଜଣାପଡ଼ିଛି।ଏବେ ଚାଇନାରେ କାୟା ବିସ୍ତାର କରିଛି ନୁଆ ଭୁତାଣୁ।
The Information Media (ସୂଚନା ଏବଂ ସମ୍ବାଦ)
Vasundhara Information and Media Group