ମା’ଙ୍କ ମହିମାକୁ ନେଇ ପୋଥି ପୂରାଣରେ ବହୁ ଘଟଣା ଉଲ୍ଲେଖ ରହିଛି। ହେଲେ ଆଜିର ଏହି ଆଧୁନିକ ତଥା ବୈଜ୍ଞାନିକ ଯୁଗରେ ଏବେବି ଏହି ମହିମା ଦେଖିବାକୁ ମିଳୁଛିl ଜଣେ ମହିଳା ନବରାତ୍ରୀରେ ଦୀର୍ଘ ୯ ଦିନ ଧରି ମା’ଙ୍କ ସମ୍ମୁଖରେ ଏକ କଣ୍ଟା ଶଯ୍ୟାରେ ଅନବରତ ଶୋଇ ରହିବା ସହ ନିଜ ଶରୀର ଉପରେ ଦିବ୍ୟ ଜ୍ୟୋତି ଜାଳି ରଖିବା ଭଳି ଘଟଣା ସାରା ଛତିଶଗଡ଼ ତଥା ଓଡ଼ିଶା ସୀମାନ୍ତ ଅଂଚଳରେ ଚହଳ ସୃଷ୍ଟି କରିଛି।
Related Posts

ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ ଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ
ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ଶଙ୍କରାଖୋଲ ଠାରେ ବାର୍ଷିକ କ୍ରୀଡା ଅନୁଷ୍ଠିତ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଚକାପାଦ ବ୍ଳକ ଅନ୍ତର୍ଗତ ଶଙ୍କାରଖୋଲ ଗ୍ରାମପଞ୍ଚାୟତ…

ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ପ୍ରଗତିର ୪ର୍ଥ ବାର୍ଷିକୋତ୍ସବ ଏଵଂ ଆନ୍ତର୍ଜାତିକ ମାତୃ ଦିବସ ପାଳିତ ।
ପ୍ରଗତି ମହିଳା ସଙ୍ଗଠନ ଆନୁକୁଲ୍ୟରେ ପ୍ରଗତିର ୪ର୍ଥ ବାର୍ଷିକୋତ୍ସବ ଏଵଂ ଆନ୍ତର୍ଜାତିକ ମାତୃ ଦିବସ ପାଳିତ । ଗଜପତି:୧୪/୫ଆଜି ସ୍ଥାନୀୟ ୟୁଟେକ୍ କମ୍ପ୍ୟୁଟର ଏଡୁକେସନ୍ ସେନ୍ଟର ଠାରେ…

ଶେଷ ଦିନରେ ପହଞ୍ଚିଲା ହରିଦ୍ୱାରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ
ଶେଷ ଦିନରେ ପହଞ୍ଚିଲା ହରିଦ୍ୱାରରେ ଶ୍ରୀଜଗନ୍ନାଥ ପାଞ୍ଚରାତ୍ର କାର୍ଯ୍ୟକ୍ରମ ଭୁବନେଶ୍ୱର: ( ଅଭିଷେକ ମହାନ୍ତି)ଭୁବନେଶ୍ୱର ଶ୍ରୀଜଗନ୍ନାଥ ପାଞ୍ଚରାତ୍ର ପ୍ରଚାର ସମିତି ପକ୍ଷରୁ ହରିଦ୍ୱାରରେ ମହାପ୍ରଭୁଙ୍କ ପ୍ରଚାର ଓ…