ବିହାର ରାଜ୍ୟ ର ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ଙ୍କ ଗଜପତି ଜିଲ୍ଲା ଗସ୍ତ ଆର,ଉଦୟଗିରି(ମନୋଜ କୁମାର ପାଢୀ / ୭/୧୧/୨୦୨୪ ଆଜି ବିହାର ରାଜ୍ୟ ସରକାରଙ୍କ ପଛୁଆ ବର୍ଗ କମିଶନ ଅଧ୍ୟକ୍ଷ ମାନ୍ୟବର ବିଚାରପତି ସଞ୍ଜୟ କୁମାର ଙ୍କ ଗଜପତି ଜିଲ୍ଲା ମୋହନା ବ୍ଲକ ଅନ୍ତର୍ଗତ ତିବତିଆନ ଙ୍କ ବୁଦ୍ଧ ମନ୍ଦିର ପରିଦର୍ଶନ କରିଥିଲେ। କମିଶନ ଅଧ୍ୟକ୍ଷ ଙ୍କୁ ମୋହନା ବ୍ଲକ ଗୋଷ୍ଟି ଉନ୍ନୟନ ଅଧିକାରୀ ରାଜୀବ ଦାସ ଫୁଲତୋଡ଼ା ଦେଇ ସ୍ୱାଗତ କରିଥିଲେ। ସଙ୍ଗରେ ମୋହନା ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ପ୍ରସାଦ କୁମାର ପଣ୍ଡା ଙ୍କ ସମେତ ପଞ୍ଚାୟତ ର ସମସ୍ତ କର୍ମଚାରୀ ଉପସ୍ଥିତ ଥିଲେ। କମିଶନ ଅଧ୍ୟକ୍ଷ ମାନ୍ୟବର ବିଚାରପତି ସଞ୍ଜୟ କୁମାର ବୁଦ୍ଧ ମନ୍ଦିର ପରିଦର୍ଶନ କରି ସନ୍ତୋଷ ପ୍ରକାଶ କରିବା ସହ ମନ୍ଦିର କର୍ମ କର୍ତ୍ତା ଙ୍କ ସହ ଆଲୋଚନା କରିଥିବା ଜଣାପଡିଛି।
Related Posts

ପୁଣି ନୂଆପଡା ଜିଲ୍ଲା ବୋଡ଼େନ ବ୍ଳକକୁ ଫେରିଲା ଦାଦନ ଝିଅର ମୃତ୍ୟୁ ସବ
ପୁଣି ନୂଆପଡା ଜିଲ୍ଲା ବୋଡ଼େନ ବ୍ଳକକୁ ଫେରିଲା ଦାଦନ ଝିଅର ମୃତ୍ୟୁ ସବ ନୂଆପଡା (ଓମ ପ୍ରକାଶ ଚୌଧୁରୀ )ନୂଆପଡା ଜିଲ୍ଲା ବୋଡ଼େନ ବ୍ଳକକୁ ଫେରିଲା ଦାଦନ…

ଚଇତି -୨୦୨୪,ପରିବହନ ଓ ରହଣି ଥଇଥାନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l
ଚଇତି -୨୦୨୪,ପରିବହନ ଓ ରହଣି ଥଇଥାନ ଉପସମିତିର ପ୍ରସ୍ତୁତି ବୈଠକ ଅନୁଷ୍ଠିତ l ରାୟଗଡ:ରାୟଗଡ ଜିଲ୍ଲା ଲୋକମହୋତ୍ସବ ଚଇତି -୨୦୨୪ର ପରିବହନ, ରହଣି ଓ ଥଇଥାନ ଉପସମିତିର…

ଏ ଆର୍ ଏସ୍ ଏସ୍ କମ୍ପାନୀ ନିମ୍ନ ମାନର ରାସ୍ତା କାମ ପାଇଁ କରୁଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ
ଏ ଆର୍ ଏସ୍ ଏସ୍ କମ୍ପାନୀ ନିମ୍ନ ମାନର ରାସ୍ତା କାମ ପାଇଁ କରୁଥିବାରୁ ଗ୍ରାମବାସୀଙ୍କ ଅଭିଯୋଗ……——————————- କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା…