କେନ୍ଦ୍ରୀୟ କୋଲାକାତାର ବ୍ଲୋଚମାନ ଷ୍ଟ୍ରିଟ ଓ ଏସ୍ଏନ ବାନାର୍ଜୀ ରୋଡକୁ ସଂଯୋଗ କରୁଥିବା ସ୍ଥାନରେ ବଡ଼ଧରଣର ବିସ୍ଫୋରଣ ହୋଇଛି। ଏହି ବିସ୍ଫୋରଣରେ ଜଣେ ୫୮ ବର୍ଷୀୟ ଜରି ଗୋଟାଳିଙ୍କ ମୃତ୍ୟୁ ହୋଇଛି। ଶନିବାର ଦିନ ୧.୪୫ରେ ହୋଇଥିବା ଏହି ବିସ୍ଫୋରଣ ପରେ ଚାରି ଆଡ଼େ ଆତଙ୍କ ଖେଳି ଯାଇଛି।
Related Posts

ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର ।
ନୂଆଦିଲ୍ଲୀ: ସଞ୍ଜୟ ମାଲହୋତ୍ରା ହେବେ ରିଜର୍ଭ ବ୍ୟାଙ୍କର ନୂଆ ଗଭର୍ଣ୍ଣର । ତାଙ୍କର କାର୍ଯ୍ୟକାଳ ଆସନ୍ତା ୩ ବର୍ଷ ପାଇଁ ରହିବ। ସେ ବର୍ତ୍ତମାନର ରିଜର୍ଭ ବ୍ୟାଙ୍କ…

New Guinness World Record Holder: Kranthi Kumar Panieka
Telangana:(Kishor)Kranthi Kumar Panikera, a resident of Suryapet, Telangana, has achieved a remarkable feat by stopping 57 electric fan blades using…

ଆରମ୍ଭ ହେଲା ଭୋଟ୍ ଗଣତି ।
ଦିଲ୍ଲୀ ବିଧାନସଭା ନିର୍ବାଚନ ୨୦୨୫: ଆରମ୍ଭ ହେଲା ଭୋଟ୍ ଗଣତି । ୭୦ ଆସନ ବିଶିଷ୍ଟ ଏହି ନିର୍ବାଚନ ଫଳାଫଳ ହିଁ ନିର୍ଦ୍ଧାରଣ କରିବ ଯେ ଆପ୍…