ବିଷାକ୍ତ ଛୁତୁ ଖାଇ ଚାରି ଗୁରୁତର ଅବସ୍ଥାରେ ମୋହନା ମେଡିକାଲରେ ଭତ୍ତି ।ଆର,ଉଦୟଗିରି(ମନୋଜ କୁମାର ପାଢୀ)- ମୋହନା ବ୍ଳକ ଖପୁରୀପଟା ଗାଁରେ ଅଭାବନୀୟ ଘଟଣା ଘଟିଛି । ଗୋଟିଏ ପରବାରରେ ଚାରିଜଣ ବିଷାକ୍ତ ଛତୁ ଖାଇ ଗୁରୁତର ହୋଇଛନ୍ତି । ଗତକାଲି ଜଙ୍ଗଲରୁ ଛତୁ ଆଣି ରାତ୍ର ସମୟରେ ରୋଷେଇ କରି ଖାଇଥିଲେ । ଖାଇଲା ରୋଷେଇ କରି ପାଇଥିଲେ । ଖାଇଲା ପରେ ପରିବାରରେ ଚାରିଜଣ ମା ଝିଅଙ୍କ ସହ ପଉସା ଓ ପିଉସୀ ଅସୁସ୍ଥ ହୋଇ ଗୁରୁତର ହୋଇଥିଲେ । ସଙ୍ଗେ ଗାଁ ଲୋକେ ଚାରି ଗୁରୁତଙ୍କୁ ୧୦୮ ଏମ୍ବୁଲେନସ୍ ଯୋଗେ ମୋହନା ମେଡିକାଲରେ ଭତ୍ତି କରିଥିଲେ । ମୋହନା ମେଡିକାଲରେ ଭତ୍ତି କରିଥିଲେ । ମୋହନା ମେଡିକାଲରେ ଚିକିତ୍ସା ପରେ ସାମାନ୍ୟ ସୁସ୍ଥ ଥିବା କହିଛନ୍ତି ବିଷାକ୍ତ ଛତୁ ଖାଇ ଥିବା ମହିଳା । ଏପରି ଜଙ୍ଗଲର ଛତୁ ସଂଗ୍ରହ କରି ଖାଇଥାନ୍ତି । କନ୍ତୁ ଏହା କେମିତି ଏପରି ହେଲା ତାହା ଜାଣି ନପାରିଥିବା କହିଛନ୍ତି ପରିବାର ଲୋକେ ।
Related Posts
ଭୀମସାର୍ରେ ଅଗ୍ନିକାଣ୍ଡ
ଭୀମସାର୍ରେ ଅଗ୍ନିକାଣ୍ଡ ବୁର୍ଲା: ସମ୍ବଲପୁର ଜିଲ୍ଲା ବୁର୍ଲାରେ ଥିବା ଭୀମସାର୍ ରେ ଅଗ୍ନିକାଣ୍ଡ ଘଟିଥିବା ସୂଚନା। ଫର୍ମୋକୋଲୋଜି ବିଭାଗରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।ହସ୍ପିଟାଲ୍ ର ଘରୋଇ ସୁରକ୍ଷା…
ମା’ ଶାରଳାଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ
ମା’ ଶାରଳାଙ୍କ ପୀଠରେ ଶ୍ରୀମଦ୍ ଭାଗବତ ସପ୍ତାହ ପାରାୟଣ ଓ ପ୍ରବଚନ ଜଗତସିଂହପୁର : ମା’ ଶାରଳା ଭାଗବତ ପ୍ରସ୍ତର ସମିତି ପକ୍ଷରୁ କରାଯାଉ ଥିବା ଭାଗବତ…
ତିରୁପତି ମନ୍ଦିରରେ ଦଳାଚକଟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ
ତିରୁପତି ମନ୍ଦିରରେ ଦଳାଚକଟା ଯୋଗୁଁ ୪ ଜଣଙ୍କର ମୃତ୍ୟୁ ହୋଇଛି। ଦଳାଚକଟାରେ ଅନେକ ଲୋକ ଆହତ ହୋଇଥିବା ଖବର ରହିଛି।