ଗଞ୍ଜାମ:୧୧.୧୦.୨୪, କୈଳାଶ ଚନ୍ଦ୍ର ଚୌଧୁରୀ,,ବଷପିଇ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ।ବ୍ରହ୍ମପୁର ସଦର ଥାନା ଅନ୍ତର୍ଗତ କୃପାସିନ୍ଧୁ ପୁର ଗ୍ରାମର ମିତା ଦାସ ନାମକ ଜଣେ ମହିଳା ଶ୍ବଶୁର ଘରେ ବିଷପାନ କରି ମୁର୍ମୁଷୁ ଅବସ୍ଥାରେ ପଡ଼ି ରହିଥିବା ବେଳେ ପରିବାର ଲୋକେ ତାକୁ ଚିକିତ୍ସା ନିମନ୍ତେ ଡାକ୍ତରଖାନାକୁ ନେଇଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ମିତା ର ମୃତ୍ୟୁ ଘଟିଛି। ଖବର ପାଇ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ କୁ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛନ୍ତି।
Related Posts
ଦୁର୍ଦାନ୍ତ ମାଓବାଦୀ ଟିକେଶର ବନ୍ଧୁକ ସହ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ
ଦୁର୍ଦାନ୍ତ ମାଓବାଦୀ ଟିକେଶର ବନ୍ଧୁକ ସହ କନ୍ଧମାଳ ଏସପିଙ୍କ ନିକଟରେ ଆତ୍ମସମର୍ପଣ…. କନ୍ଧମାଳ :- (ରିପୋର୍ଟ କୁନା ଦିଗାଲ )କନ୍ଧମାଳ ଜିଲ୍ଲା ଏସପି ହରିଶ ବି ସିଙ୍କ…
ମୋହନା ବ୍ଲକ ଗସ୍ତରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଉନ୍ନୟନ ମୂଳକ କାର୍ଯ୍ୟ କଲେ ପରିଦର୍ଶନ ..
ମୋହନା ବ୍ଲକ ଗସ୍ତରେ ଦକ୍ଷିଣାଞ୍ଚଳ ରାଜସ୍ବ କମିଶନର, ଉନ୍ନୟନ ମୂଳକ କାର୍ଯ୍ୟ କଲେ ପରିଦର୍ଶନ .. ଆର,ଉଦୟଗିରି(ମନୋଜ କୁମାର ପାଢୀ)-: ଗଜପତି ଜିଲ୍ଲା ମୋହନା ବ୍ଲକ ଗସ୍ତରେ…
Odisha Police removes 420 offensive posts during General Elections – 2024
Odisha Police removes 420 offensive posts during General Elections – 2024 Bhubaneswar: The Social Media Monitoring Cell of Odisha Police…