ବିଲାପୁଟ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାପାଇଁ ପ୍ରସ୍ତୁତି ବୈଠକ। ସେମିଳିଗୁଡା.ତାରିଖ ୨୯,୧୨,୨୦୨୪:ସେମିଳିଗୁଡା ବ୍ଲକ ଅନ୍ତର୍ଗତ ସୁବାଇ ପଂଚାୟତର ବିଲାପୁଟଠାରେ ନୂତନ ଭାବରେ ନିର୍ମିତ ହୋଇଥିବା ଜଗନ୍ନାଥ ମନ୍ଦିରର ପ୍ରତିଷ୍ଠା ଉସ୍ଚବ ପାଇଁ ଏକ ପ୍ରସ୍ତୁତି ବୈଠକ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିଲା।ଆସନ୍ତା ଜାନୁୟାରୀ ୨୭ରୁ ୩ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁ ଥିବା ପ୍ରତିଷ୍ଠା ଦିବସ ପାଇଁ ଏକ କାର୍ଯ୍ୟକ୍ରମ ଖସଡା ଆଲୋଚନା କରାଯାଇଥିଲା।କଳସ ଯାତ୍ରା ,ସଂକୀର୍ତ୍ତନ ଦଳ ନିମନ୍ତ୍ରଣ, ପ୍ରସାଦ ପ୍ରସ୍ତୁତି ଓ ବଣ୍ଟନ ,ଅତିଥି ନିମନ୍ତ୍ରଣ, ଯଜ୍ଞ,ବିଗ୍ରହ ପ୍ରତିଷ୍ଠା,ପ୍ରଭୃତି ବିଷୟ ଆଲୋଚନା କରାଯାଇଥିଲା।ଆଲୋଚନାରେ ସମସ୍ତ ଗ୍ରାମବାସୀ ମନ୍ଦିର କମିଟି ସଭ୍ଯ, ଆନନ୍ଦ ପାଟୱାନିଆ, ସୁକାନ୍ତ ସାମଲ, ଜଳେନ୍ଦ୍ର ତ୍ରିପାଠୀ,ସ୍ନିଗ୍ଧା ରାଣୀ ମିଶ୍ର, ନାରାୟଣ ପ୍ରଧାନୀ,ଭକ୍ତି ଆଲୋକ ପରବଧ ମହାରାଜ,ପଣ୍ଡିତ ନରସିଂହ ପାଢୀ,ଅର୍ଜୁନ ଦାସିଆ, ଦୀନବନ୍ଧୁ ପ୍ରଭୂଜୀ ପ୍ରମୂଖ ଆଲୋଚନାରେ ଅଂଅଂଶଗ୍ରହଣ କରିଥିଲେ।
Related Posts

ମୁମ୍ବାଇରେ ଓଡିଆ ଶ୍ରମିକ ମୃତ ।
ମୁମ୍ବାଇରେ ଓଡିଆ ଶ୍ରମିକ ମୃତ । ଆର,ଉଦୟଗିରି (ମନୋଜ କୁମାର ପାଢୀ) ଅର୍ଥ ଅଭାବ ହେବାରୁ ପରିବାର ଚଳିବା କଷ୍ଟକର ହୋଇ ପଡିଲା l ଶେଷରେ କଣ…

ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ ।
ଜିଲ୍ଲାପାଳଙ୍କ ମିଳିତ ଜନ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ । ଗଜପତି -୫/୮/୨୦୨୪ ଗଜପତି ଜିଲ୍ଲା ସଦମହକୁମା ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ସମ୍ମିଳନୀ କକ୍ଷ ଠାରେ ଗ୍ରାମ୍ୟ…

India got its first gold in archery.. Paris Paralympic 2024.
Harvinder Singh is the first Archery player of india to play in the final . he created history in the…