ବିରିୟାନୀ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି।

ତାମିଲନାଡୁର କ୍ଷମତାସୀନ ଡିଏମକେ ପକ୍ଷରୁ ଆୟୋଜିତ ଗୋଟିଏ କାର୍ଯ୍ୟକ୍ରମରେ ଘଟିଛି ଅଘଟଣ। କାର୍ଯ୍ୟକ୍ରମରେ ଲୋକଙ୍କୁ ଦିଆଯାଇଥିବା ବିରିୟାନୀ ଖାଇ ୧୦୦ରୁ ଅଧିକ ଲୋକ ଅସୁସ୍ଥ ହୋଇପଡ଼ିଛନ୍ତି। ସେମାନଙ୍କ ମଧ୍ୟରେ ୪୦ ଜଣ ଛୋଟ ପିଲା ରହିଛନ୍ତି।

Leave a Reply

Your email address will not be published. Required fields are marked *