*ଗୋଷାଣୀ ନୁଆଁଗାଁ ଥାନା ଅର୍ନ୍ତଗତ ମିନାକ୍ଷୀ ନଗର ଠାରେ ବିଦ୍ୟୁତ୍ ତାର ସଂସ୍ପର୍ଶରେ ଆସି ଜଣେ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ମୃତ ଶ୍ରମିକ ଜଣକ ହେଲେ ଲାଠି ଗ୍ରାମର ସନ୍ତୋଷ କୁମାର ବେହେରା ଓ ସେ ରଙ୍ଗ ମିସ୍ତ୍ରୀ ଭାବେ କାମ କରୁଥିବା ବେଳେ ଏହି ଦୁର୍ଘଟଣା ର ସମ୍ମୁଖୀନ ହୋଇଛନ୍ତିବୋଲି ଜଣାପଡିଛି ।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ବରିଷ୍ଠ କଳାକାର ଙ୍କୁ ସମ୍ବର୍ଦ୍ଧନା।
ବରିଷ୍ଠ କଳାକାର ଙ୍କୁ ସମ୍ବର୍ଦ୍ଧନା। ଗଞ୍ଜାମ:କଳା ଓ କଳାକାର ହିତୈଷୀ ମହାମଞ୍ଚ “ନିଖିଳ ଓଡ଼ିଶା ବରିଷ୍ଠ କଳାକାର ମହାସଂଘ” ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶଙ୍କୁ ବ୍ରାହ୍ମଣଛାଇ…

ମହୁଲ ଫୁଲର ଅଭାବୀ ବିକ୍ରି, ଦଲାଲ ମାଲାମାଲ ସୁଖନିଦ୍ରାରେ ଅବକାରୀ ବିଭାଗ l
ମହୁଲ ଫୁଲର ଅଭାବୀ ବିକ୍ରି, ଦଲାଲ ମାଲାମାଲ ସୁଖନିଦ୍ରାରେ ଅବକାରୀ ବିଭାଗ l ଆର,ଉଦୟଗିରି (ମନୋଜ ପାଢ଼ୀ/-: ଆଦିବାସୀଙ୍କ ଜୀବନ ଜୀବିକା ନିର୍ଭର କରୁଛି ଜଙ୍ଗଲ ଓ…

ୟୁଥ ୱାରୀୟର ସଂଗଠନ ତରଫରୁ ପୁଲବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି
ୟୁଥ ୱାରୀୟର ସଂଗଠନ ତରଫରୁ ପୁଲବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି କନ୍ଧମାଳ : (ରିପୋର୍ଟ କୁନା ଦିଗାଲ ) ଟିକାବାଲି ବ୍ଳକ ନିକଟରେ ଥିବା ଟିକାବାଲି ମେଡିକାଲ ଛକ…