ଦିଲ୍ଲୀ: ଦିଲ୍ଲୀ ଏମ୍ସର ଆଇସିୟୁରେ ଚିକିତ୍ସିତ ହେଉଥିଲେ ବିଜେପିର ବରିଷ୍ଠ ନେତା ତଥା ରାଜ୍ୟସଭା ସାଂସଦ ସୁଶୀଲ ମୋଦିଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ଦୀର୍ଘ ଦିନ ହେଲା କର୍କଟ ରୋଗ କାରଣରୁ ସେ ଅସୁସ୍ଥ ରହିଥିଲେ।
Related Posts
ଭାଗିରଥି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ଜ଼ିଲ୍ଲା ବିଜେଡି ସଭାପତି ଭାସ୍କର ରାଓ ଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ
ଭାଗିରଥି ହତ୍ୟା ମାମଲାରେ ପୂର୍ବତନ ରାଜ୍ୟ ସଭା ସାଂସଦ ତଥା ଜ଼ିଲ୍ଲା ବିଜେଡି ସଭାପତି ଭାସ୍କର ରାଓ ଙ୍କ ସମେତ ୬ ଜଣଙ୍କ ନାମରେ ଏନ.ବି.ଡବ୍ଲ୍ୟୁ ରାୟଗଡ…
ଡିପ୍ଲୋମା ଛାତ୍ର ର ସଲୀଳ ସମାଧି।
ଡିପ୍ଲୋମା ଛାତ୍ର ର ସଲୀଳ ସମାଧି। ଗୋଳନ୍ଥରା ଥାନା ଅନ୍ତର୍ଗତ ଜାତୀୟ ରାଜପଥ ପାର୍ଶ୍ବରେ ଅବସ୍ଥିତ ପାଲୁର୍ ହିଲ୍ ରେ ଥିବା ଏକ ପଥର ଖାଦାନ ପୋଖରୀରେ…
ଓ ପି ଏସ ସି ରେ କୃତିତ୍ୱ ଅର୍ଜନ କଲେ ତୁକଲାର ଝିଅ ଲୋପାମୁଦ୍ରା
*ଓ ପି ଏସ ସି ରେ କୃତିତ୍ୱ ଅର୍ଜନ କଲେ ତୁକଲାର ଝିଅ ଲୋପାମୁଦ୍ରା* ନୂଆପଡ଼ା( ଓମ୍ ପ୍ରକାଶ ଚୌଧୁରୀ) ଓଡ଼ିଶା ପ୍ରଶାସନିକ ସେବା, ଆୟୁର୍ବେଦ ମେଡିକାଲ…