ବାଲିଗୁଡ଼ା ହତ୍ୟାକାଣ୍ଡ ଅଭିଯୁକ୍ତ ଙ୍କୁ ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି ଗଞ୍ଜାମ ଜିଲ୍ଲା ଜଜ୍।ଗଞ୍ଜାମ :ଗତ ୨୦୧୯ ଡିସେମ୍ବର ମାସରେ ଘଟିଥିବା ସୁଚନା ଅଧିକାର କର୍ମୀ ଅଭିମନ୍ୟୁ ପଣ୍ଡା ହତ୍ୟାକାଣ୍ଡ ମାମଲାର ରାୟ ଆଜି ପ୍ରକାଶ ପାଇଛି। ଉକ୍ତ ହତ୍ୟାକାଣ୍ଡ ରେ ଅଭିଯୁକ୍ତ ୬ ଜଣଙ୍କୁ ମାନ୍ୟବର ଜିଲ୍ଲା ଜଜ୍ ମହାଶୟା ଆଜୀବନ କାରାଦଣ୍ଡ ଆଦେଶ ଶୁଣାଇଛନ୍ତି।ରିପୋର୍ଟ :କୈଳାଶ ଚନ୍ଦ୍ର ଚୌଧୁରୀ!
Related Posts

ଓଡ଼ିଶା କ୍ରିକେଟ୍ ଏକାଡେମୀକୁ କାରଣ ଦର୍ଶାଅ
ଓଡ଼ିଶା କ୍ରିକେଟ୍ ଏକାଡେମୀକୁ କାରଣ ଦର୍ଶାଅ ନୋଟିସ୍କଟକ: କଟକ ବାରବାଟୀରେ ଓଡିଆଇ ମ୍ୟାଚ ବେଳେ ଲାଇଟ୍ ବନ୍ଦ ଘଟଣାରେକାରଣ ଦର୍ଶାଅ ନୋଟିସ୍ ଜାରି କଲା ରାଜ୍ୟ କ୍ରୀଡ଼ା…

ଯୁକ୍ତ ୩ ଶ୍ରେଣୀରେ ନାମଲେଖା ନିମନ୍ତେ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ।
ରାଜ୍ୟରେ ଥିବା ୧ ହଜାର ୩୯ଟି ମହାବିଦ୍ୟାଳୟରେ ଯୁକ୍ତ ୩ ଶ୍ରେଣୀରେ ନାମଲେଖା ନିମନ୍ତେ ଆସନ୍ତା ଜୁନ ୩ରୁ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ। ଏ ନେଇ…

ଖଣ୍ଡାରେ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି।
ଖଣ୍ଡାରେ ଆକ୍ରମଣ, ଗୁରୁତର ଯୁବକ ଡାକ୍ତରଖାନାରେ ଭର୍ତ୍ତି। ଗଞ୍ଜାମ:(ରିପୋର୍ଟ: କୈଳାଶ ଚନ୍ଦ୍ର ଚୌଧୁରୀ,,)ଗତକାଲି ସନ୍ଧ୍ୟାରେ ବଡ଼ବଜାର ଥାନା ଅନ୍ତର୍ଗତ ରଙ୍ଗୁଣିବନ୍ଧ ସାହି ଛକ ରେ କବାଡି ଦୋକାନ…