ବାରିପଦା: ବାରିପଦା ଟାଉନ୍ ଥାନା ପକ୍ଷରୁ ଅବକାରୀ ଚଢଉ କରାଯାଇଛି। ଏହି ଚଢଉ ସମୟରେ ପୁଲିସ ୩୪.୫ ଲିଟର ଆଇଏମଏଫଏଲ୍ ଜବତ କରିଛି। ଏହି ସଂପର୍କରେ ବାରିପଦା ଟାଉନ ଥାନାରେ ଏକ ମାମଲା ରୁଜୁ ହୋଇଛି ଏବଂ ଜଣେ ଅଭିଯୁକ୍ତକୁ ଗିରଫ କରାଯାଇଥିବା ଜଣାଯାଇଛି।
Related Posts

ପାରଳାଖେମୁଣ୍ଡି ସ୍ଥିତ ଆକାଂକ୍ଷା ମହିଳା ସଙ୍ଗଠନ ସଂପାଦିକା ମିନା କୁମାରୀ ଟହଲ ସାଇ ସମ୍ମାନ -୨୦୨୪ ରେ ସମ୍ମାନିତ
ପାରଳାଖେମୁଣ୍ଡି ସ୍ଥିତ ଆକାଂକ୍ଷା ମହିଳା ସଙ୍ଗଠନ ସଂପାଦିକା ମିନା କୁମାରୀ ଟହଲ ସାଇ ସମ୍ମାନ -୨୦୨୪ ରେ ସମ୍ମାନିତ ଗଜପତି:୨୪/୧୧ ( ମନୋଜ ପାଢୀ )ସାଇ ସାହିତ୍ୟ…

ନାବାଳିକା ବଳାତ୍କାରୀ କୁ ଜରିମାନା ସହ ୨୦ ବର୍ଷ ଜେଲଦଣ୍ଡ।
ନାବାଳିକା ବଳାତ୍କାରୀ କୁ ଜରିମାନା ସହ ୨୦ ବର୍ଷ ଜେଲଦଣ୍ଡ। ବ୍ରହ୍ମପୁର ଜିଲ୍ଲା ଅଦାଲତ ପୋକ୍ସ ଅଦାଲତ ଜଜ୍ ପ୍ରଣତି ପଟନାୟକ ନାବାଳିକା କୁ ଅପହରଣ ଓ…

ଡ଼ଙ୍ଗାଶିଲ ଏସ ଏସ ଡି ବିଦ୍ୟାଳୟ ରେ ପୂର୍ବତନ ପ୍ରଧାନ ଶିକ୍ଷକ ଡାକ୍ତର ବିସିକେଶନ ବାଘ ଙ୍କୁ ବିଦାୟ ସମ୍ବର୍ଦ୍ଧନା
ଡ଼ଙ୍ଗାଶିଲ ଏସ ଏସ ଡି ବିଦ୍ୟାଳୟ ରେ ପୂର୍ବତନ ପ୍ରଧାନ ଶିକ୍ଷକ ଡାକ୍ତର ବିସିକେଶନ ବାଘ ଙ୍କୁ ବିଦାୟ ସମ୍ବର୍ଦ୍ଧନା ରାୟଗଡା : ରାୟଗଡା ଜ଼ିଲ୍ଲା ର…