ବାତ୍ୟା ବିପଦ ଯୋଗୁଁ ପରୀକ୍ଷା ସ୍ଥଗିତ।

ବାତ୍ୟା ବିପଦ ଯୋଗୁଁ ପରୀକ୍ଷା ସ୍ଥଗିତ।

ଭୁବନେଶ୍ଵର :୨୩ ଓ ୨୫ ଅକ୍ଟୋବରରେ ହେବାକୁ ଦୁଇଟି ପରୀକ୍ଷା କି ସ୍ଥଗିତ ରଖିଲା ବୋର୍ଡ। ଏନ୍‌ଆର୍‌ଟିଏସ୍‌ ଓ ପ୍ରାଇମେରୀ ସ୍କୁଲ ସ୍କଲାରସିପ ପରୀକ୍ଷାକୁ ସ୍ଥଗିତ ରଖିଲା ବୋର୍ଡ। ରାଜ୍ୟର ବିଭିନ୍ନ ପରୀକ୍ଷା କେନ୍ଦ୍ରକୁ ଏନେଇ ବୋର୍ଡ ପକ୍ଷରୁ ଅବଗତ।

Leave a Reply

Your email address will not be published. Required fields are marked *