ବାତ୍ୟା ପାଇଁ ରାଜ୍ୟ ସରକାର ୬ ଜଣ ଆଇଏଏସ୍ ଅଧିକାରୀଙ୍କୁ ଦାୟିତ୍ବ ଦେଇଛନ୍ତି।
ଭୁବନେଶ୍ଵର:ବାଲେଶ୍ବର ପାଇଁ କେ ସୁଦର୍ଶନ ଚକ୍ରବର୍ତ୍ତୀ, ଭଦ୍ରକ ପାଇଁ ତ୍ରିଲୋଚନ ମାଝୀ, ପୁରୀ ପାଇଁ ବଲୱନ୍ତ ସିଂହ, ମୟୂରଭଂଜ ପାଇଁ ବିନିତ ଭରଦ୍ବାଜ, ଜଗତସିଂହପୁର ପାଇଁ ଯାମିନୀ ଷଡ଼ଙ୍ଗୀ ଓ କେନ୍ଦ୍ରାପଡ଼ା ପାଇଁ ସମର୍ଥ ବର୍ମାଙ୍କୁ ଦାୟିତ୍ବ ଦେଇଛନ୍ତି।