ବାଇକ ଓ ମାକ୍ସ ପିକଅପ ମୁହାଁମୁହିଁ ଧକ୍କା, ବାଇକ ଚାଳକ ମୃତ୍ୟୁ ।ଆର,ଉଦୟଗିରି(ମନୋଜ କୁମାର ପାଢୀ/ ୩୦/୯/୨୪ – ବାଇକ ସହ ମାକ୍ସ ପିକଅପ ମୁହଁ ମୁହିଁ ଧକ୍କା ଫଳରେ ବାଇକ ଚାଳକର ମୃତ୍ୟୁ ଘଟିଛି, ଘଟଣା ଘଟିଛି ଗଜପତି ଜିଲ୍ଲା ମୋହନା ଥାନା ଅନ୍ତର୍ଗତ ଶୁଖିଲା ଆମ୍ବ ନିକଟସ୍ଥ ମୁକ୍ତି ନଗର ନିକଟରେ, ମୃତ ବ୍ୟକ୍ତି ହେଉଛନ୍ତି ଅଡବା ଖ୍ରୀଷ୍ଟିଆନ ସାହିର ସୁଜିତ ନାୟକ, ତେବେ ସ୍ଥାନୀୟ ଲୋକେ ଶବକୁ ରାସ୍ତାରେ ମଝିରେ ରଖି ରାସ୍ତା ରୋକ କରିଛନ୍ତି, ଫଳରେ ବ୍ରହ୍ମପୁର ଠାରୁ ରାୟଗଡା ଯାତାୟତ ସମ୍ପୂର୍ଣ ଭାବେ ଠପ ହେଇପଡ଼ିଛି, ଘଟଣା ସ୍ଥଳରେ ପୋଲିସ ପହଂଚି ତଦନ୍ତ ଜାରିରଖିଛି ।
Related Posts

ଗରିବଙ୍କ ଦୁଃଖ ଶୁଣିଲେନି ଜିଲ୍ଲାପାଳ
ଗରିବଙ୍କ ଦୁଃଖ ଶୁଣିଲେନି ଜିଲ୍ଲାପାଳ, AICWC ର ରାଜ୍ୟ ଉପସଭାପତି ତଥା ପ୍ରିହମ୍ ଚାରିଟେବୁଲ୍ ଟ୍ରଷ୍ଟ ର ଅଧ୍ୟକ୍ଷ କୁନା ଦିଗାଲ ଙ୍କୁ ଜଣେଇଲେ ଦୁଃଖ..ଏମ୍ କେ…

ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଓଡ଼ିଆ ପୁଅ ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି।
ଭୁବନେଶ୍ବର: କେନ୍ଦ୍ର ଲୋକସେବା ଆୟୋଗ (ୟୁପିଏସସି) ଦ୍ବାରା ପରିଚାଳିତ ଆଇଏଏସ୍ ପରୀକ୍ଷା-୨୦୨୩ରେ ଦ୍ବିତୀୟ ରାଙ୍କ ରଖିଥିବା ଅନିମେଶ ପ୍ରଧାନଙ୍କୁ ଓଡ଼ିଶା କ୍ୟାଡର ମିଳିଛି। ଉତ୍ତରାଖଣ୍ଡର ମସୁରୀସ୍ଥିତ ଲାଲ…

ଜାତୀୟ ଶିକ୍ଷାନୀତି ପ୍ରଣୟନ ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ
ଜାତୀୟ ଶିକ୍ଷାନୀତି ପ୍ରଣୟନ ନିମନ୍ତେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଅନୁଷ୍ଠିତ ଭୁବନେଶ୍ୱର: ଓଡ଼ିଶାରେ ଉଚ୍ଚଶିକ୍ଷା କ୍ଷେତ୍ରରେ ଜାତୀୟ ଶିକ୍ଷାନୀତିର ପ୍ରଣୟନ ନିମନ୍ତେ ଆଜି ଉତ୍କଳ ବିଶ୍ୱବିଦ୍ୟାଳୟ ଦୀକ୍ଷାନ୍ତ…