ସାଢେ ୪ କୋଟି ଓଡ଼ିଆଙ୍କ ଆରାଧ୍ୟ ଠାକୁର ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ବିନା କୌଣସି ବାଧାବିଘ୍ନରେ ଭକ୍ତମାନେ ଦର୍ଶନ କରୁଛନ୍ତି । ମୁଁ ମନ୍ତ୍ରୀ ପରିଷଦର ସାଥିମାନଙ୍କ ସହିତ ମହାପ୍ରଭୁଙ୍କ ଆଶୀର୍ବାଦ ନେଇ ରାଜ୍ୟ ବାସୀଙ୍କ ମଙ୍ଗଳ କାମନା କଲି ।ଆଜି ମଙ୍ଗଳ ଆଳତୀ ପରେ ଶ୍ରୀମନ୍ଦିରର ଚାରିଦ୍ୱାର ଖୋଲାଯାଇଛି ।


